-+91-9937148622 |

prerana_bgr@rediffmail.com |

  Thursday 19th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   (19-Mar-2026)       ||      ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   (19-Mar-2026)       ||      ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   (19-Mar-2026)       ||      ଗଞ୍ଜେଇ ସହ ୪ଟି ବାଇକ ଜବତ, ୭ ଗିରଫ    (19-Mar-2026)       ||      *ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||      ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   (19-Mar-2026)       ||      ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   (18-Mar-2026)       ||      ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   (18-Mar-2026)       ||      ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   (18-Mar-2026)       ||      ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   (18-Mar-2026)       ||      ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ    (18-Mar-2026)       ||      କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର    (18-Mar-2026)       ||      ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   (18-Mar-2026)       ||      ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   (18-Mar-2026)       ||      ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   (18-Mar-2026)       ||      ଧୋବାତୋଟା ମେଳଣ ଉତ୍ସବ   (18-Mar-2026)       ||      ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ    (18-Mar-2026)       ||     

HOME   ଜିଲ୍ଲା

ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତା ପାଇଁ ଅଭିଯୋଗର ୪ଘଣ୍ଟା ନ ପୂରୁଣୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନେଲେ କଡା ଏକ୍ସନ, ବିବାଦୀୟ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ସ୍ୱାସ୍ଥ୍ୟ ବିଭାଗ

21-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):  ସୋନପୁର ଜିଲ୍ଲାର କିଛି ଆଗ ଧାଡିର ସାମ୍ବାଦିକଙ୍କ ଅଭିଯୋଗର  ୪ ଘଣ୍ଟା ନ ପୁରୁଣୁ ଏକ୍ସନ ମୋଡ଼ ରେ ଆସିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ l ଏ ସଂପର୍କରେ ପ୍ରେରଣା ରେ ମଧ୍ଯ ଖବର ପ୍ରକାଶିତ ହୋଇଥିଲା l ସୋନପୁରରେ ଡାକ୍ତରଙ୍କ  ନର୍ସିଂ ହୋମ ପ୍ରୀତି ଯୋଗୁଁ  ଜୀବନ ହାରିଥିବା ପ୍ରସୂତି ମହିଳା ରଂଜିତା ବାଗ ଆଜି ନ୍ୟାୟ ପାଇଲେ l ଘଟଣାର ଗୁରୁତ୍ୱକୁ ଦେଖି ଆଜି ରାଜ୍ୟ ସରକାର ମାଲକାନଗିରି ଚିତ୍ରକୋଣ୍ଡାକୁ ବିବlଦୀୟ ଡାକ୍ତରଙ୍କୁ ବଦଳି କରିଛି l ଆଜି ଏ ଖବରରେ ସୋନପୁରର ବୁଦ୍ଧିଜୀବୀ  ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସ୍ୱଚ୍ଛତା ଓ ଦକ୍ଷତାକୁ ଖୁବ ପ୍ରଂଶସା କରି  ସାଲୁଟ କରିଛନ୍ତି l

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   19-Mar-2026
  ଜିଲ୍ଲା  
ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   19-Mar-2026
  ଜିଲ୍ଲା  
ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   19-Mar-2026
  ଜିଲ୍ଲା  
ଗଞ୍ଜେଇ ସହ ୪ଟି ବାଇକ ଜବତ, ୭ ଗିରଫ   19-Mar-2026
  ଜିଲ୍ଲା  
*ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   19-Mar-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   19-Mar-2026
  ଜିଲ୍ଲା  
ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   18-Mar-2026
  ଜିଲ୍ଲା  
ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   18-Mar-2026
  ଜିଲ୍ଲା  
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   18-Mar-2026
  ଜିଲ୍ଲା  
ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   18-Mar-2026
  ଜିଲ୍ଲା  
ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ   18-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   18-Mar-2026

You Might Also Like