-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଡାକ୍ତର ଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ପ୍ରସୂତି ଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ : ସ୍ୱାସ୍ଥ୍ୟମନ୍ତ୍ରୀ

21-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗତ  କିଛି ଦିନ ତଳେ ଜିଲ୍ଲାର ମାତୃ ଓ ଶିଶୁ ଡାକ୍ତର ଖାନା ରୁ ବିନିକା ସିନ୍ଦୁରପୁରର ରଞ୍ଜିତା ବାଘ ଙ୍କୁ ଡିଉଟିରେ ଥିବା ଡାକ୍ତର ମନୋଜ ନାଏକ ସ୍ଥାନୀୟ ଆଶା ନର୍ସିଂହୋମ କୁ ସ୍ଥାନାନ୍ତରିତ ପାଇଁ ପ୍ରବର୍ତ୍ତାଇ ସକାଳେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରିବା  ପରେ ଏକ ଶିଶୁକନ୍ୟାକୁ  ଜନ୍ମ ଦେଇଥିଲେ। ରଞ୍ଜିତା ହେଲେ କିଛି ସମୟ ପରେ ପ୍ରସୂତି ରଞ୍ଜିତା ବାଘ ଙ୍କ ପ୍ରଚୁର ରକ୍ତସ୍ରାବ ହେତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାଯୋଗୁଁ ତାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର  ନାଏକ ପ୍ରସୂତି ଙ୍କୁ ସ୍ଥାନୀୟ ରକ୍ତ ଭଣ୍ଡାର ରୁ ୫ୟୁନିଟ ରକ୍ତ ମଗାଇଥିଲେ ହେଁ ଅପରାହ୍ନ ୪ଟା ଭିତରେ ରଞ୍ଜିତା ଙ୍କ ସ୍ୱାସ୍ଥ୍ୟ। ବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ମଗାଇ ବୁର୍ଲା ପଠାଇଥିଲେ ହେଲେ ସେଠାରେ ରଞ୍ଜିତା ଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ଯୋଗ୍ୟଯେ ଜିଲ୍ଲାର ମାତୃ ଓ ଶିଶୁ ଡାକ୍ତରଖାନାରେ ବିଶେଷ ଧରଣର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବାସତ୍ତ୍ୱେ ସେଠାରେ ରାତ୍ରିଡିଉଟି ରେ ଥିବା ଡାକ୍ତର ନାଏକ ପ୍ରସୂତି ରୋଗୀଙ୍କ ଅବସ୍ଥା ସ୍ୱାଭାବିକ ଓ ସ୍ଥିର ରହିଥିବାକହୁଥିବା ବେଳେ ସକାଳୁ ସେ ନିଜେପୁଣି କିପରି ବେସରକାରୀ ନର୍ସିଂହୋମ ରେ ସିଜରିଂ କଲେ ଓ ପରେ ପରେ ତାଙ୍କର ସ୍ୱାସ୍ଥ୍ୟ ର ଅବସ୍ଥା ଏଡ଼େ ଜଟିଳ ହୋଇପଡିଲା ଯେ

ଶେଷରେ ରଞ୍ଜିତା ନିଜ ଜୀବନ ହରାଇବା ଭଳି ଏକ ଦୁଃଖଦ ଘଟଣା ମଧ୍ୟ ଘଟିଗଲା ଏହାକୁ ରଞ୍ଜିତା ର ପରିବାର ଲୋକେ ଓ ସହରବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି।  ଡାକ୍ତର ଙ୍କ ଘରୋଇ ନର୍ସିଂହୋମ ପ୍ରୀତି ସାଙ୍ଗକୁ ଚିକିତ୍ସା ରେ ଘୋର ଅବହେଳା ଯୋଗୁଁ ମହିଳା ରଂଜିତା ବାଘ ଙ୍କ ମୃତ୍ୟୁ ଘଟଣା ରେ  ସହରର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି।ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତରଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ  ଏହା ଏକ ଦୁଃଖଦ ଘଟଣା ଏହି ବିଷୟ ଏବେ ସିଡିଏମ୍ଓ ଙ୍କ ର ତଦନ୍ତାଧିନ ରହିଛି  ଦୋଷୀ ଯିଏବି ହୁଅନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ସେ ପ୍ରକାଶ କରିଛନ୍ତି।ସରକାର ଙ୍କ  ନୂତନ ମାତୃ ଶିଶୁ କେନ୍ଦ୍ର ଭଳି ଏକ ଭବ୍ୟ ମେଡିକାଲ ରେ ଚିକିତ୍ସା ର ପର୍ଯ୍ୟlପ୍ତ  ସୁବିଧା ଥିବା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ଥିବା ସତ୍ୱେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ମନୋଜ ନାଏକ ଙ୍କ ନର୍ସିଂହୋମ ପ୍ରୀତି ଓ ବିଏସକେୱାଇ କାର୍ଡ ର ଅପବ୍ୟବହାର କୁ ଦୃଢ଼ ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି l ପ୍ରକାଶ ଯୋଗ୍ୟ ଯେ  ଏହି ଦୁର୍ଭାଗ୍ୟପୂର୍ଣ ଘଟଣାରେ ବ୍ରହ୍ମପୁର ର ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ମଧ୍ୟ ସୋମବାରଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ  ମୃତ ରଞ୍ଜିତା ଙ୍କ ପରିବାରକୁ ୫୦ଲକ୍ଷଟଙ୍କାର କ୍ଷତିପୂରଣ ଦେବାକୁ  ମାନବାଧିକାର କମିସନଙ୍କ 
ଦ୍ୱ।ରସ୍ଥ ହୋଇଛନ୍ତି। ଯେତେଶିଘ୍ର ହେବ ଏ ଘଟଣାର ଅନୁସନ୍ଧାନ କରି ଦୋଷୀ ଡାକ୍ତର ଶ୍ରୀ ନାଏକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସରକାରଙ୍କ ଠାରେ ବୁଦ୍ଧିଜୀବୀ ମହଲରେ  ଦାବି କରାଯାଇଛି l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like