-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

କାହା ଚାପ ରେ ଚେପା ଦେଓଗାଁ ପୋଲିସ ? ଖୋଲା ଆକାଶ ତଳେ ବୁଲୁଛି ଅପରାଧୀ

21-Jun-2023



 ଦେଓଗାଁ: ବଲାଙ୍ଗିର ଜିଲ୍ଲା ଦେଓଗାଁ  ବ୍ଲକ ବର୍ତ୍ତମାନ୍ ଅପରାଧୀ ଙ୍କ ଚରାଭୁଇଁ ପାଲଟିଛି । ଖୋଲା ଆକାଶରେ ଅପରାଧି ଖୁଲମ୍ ଖୁଲ୍ଲା ବୁଲୁଥିଲେ ସୁଦ୍ଧା ଦେଓଗାଁ ପୋଲିସ ହାତ ବାନ୍ଧି ବସିଛି । ଏଠି ପ୍ରଶ୍ନ ଉଠୁଛି କାହା ଚାପରେ ଦେଓଗାଁ ପୋଲିସ ?? ଦେଓଗାଁ ର ଗୌରହରି ସୁନ୍ଦର ମଣି ସାହୁ ନାମରେ ଅନେକ ଗୁଡ଼ିଏ କେଶ୍ ଥାନାରେ ଥିଲେ ସୁଦ୍ଧା ଦେଓଗାଁ ପୋଲିସ ଜାଣି ଜାଣି ସୁଦ୍ଧା ଗଲୁଆମି କରୁଛି । ଦିନକୁ ଦିନ ତାହାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।କିଛି ଦିନ ପୂର୍ବେ  ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ହତ୍ୟା ଧମକ,ସାମ୍ବାଦିକଙ୍କ ମୋବାଇଲ ଚୋରି ଅଭିଯୋଗ,ସାମ୍ବାଦିକଙ୍କ ଘରକୁ  ଆକ୍ରମଣ ଭଳି ସଙ୍ଗିନ ଦଫା ଲାଗିଥିଲା, ଯାହାକି ବର୍ତ୍ତମାନ୍ କୋର୍ଟ ରେ ବିଚାରାଧୀନ ରହିଛି । ଦିନକୁ ଦିନ ଦେଓଗାଁବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଆଇଆଇସି ପରେ ଆଇଆଇସି ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ଦେଓଗାଁରେ ଅପରାଧିକ କାର୍ଯ୍ୟରେ ରୋକ୍ ଲାଗି ପାରି ନାହିଁ । ସତେ ଯେମିତି କୁଜି ନେତା, ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ, ଅପରାଧିଙ୍କ କବଜାରେ ଦେଓଗାଁ ପୋଲିସ ରହି ଯାଉ ଥିବା   ଦେଓଗାଁ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଆଗାମୀ ଦିନରେ ଯଦି ଗୌରହରି ସୁନ୍ଦର ମଣି  ସାହୁ କୁ ଗିରଫ କରା ନ ଯାଏ, ତେବେ ଭୀମ ଆର୍ମି ସଂଗଠନ,  ଦେଓଗାଁ ଉଡ଼ାର ଗ୍ରାମବାସୀ ଙ୍କ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।ବାରମ୍ବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲେ ସୁଦ୍ଧା ବଲାଙ୍ଗିର ପୋଲିସ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ପ୍ରକାଶ ଥାଉକି ଏହି ଗୌର ହରି ସୁନ୍ଦର ମଣି  ସାହୁ କିଛି ଦିନ ତଳେ ୱେବ୍ ଚ୍ୟାନେଲ ଟୀ ରେ କାର୍ଯ୍ୟ ଆରମ୍ଭ କରିବା ଶହ ବିଭିନ୍ନ ସରକାରୀ ବିଭାଗ ଓ ବେସରକାରୀ ବିଭାଗକୁ ଯାଇ ଧମକଚମକ ସୃଷ୍ଟି କରିବା ସହିତ ଖବର ପ୍ରକାଶ କରି ବି  ବୋଲି  ମୋଟl ଅଙ୍କ ଅର୍ଥ 

ଆଦାୟ  କରୁଛି l ବ୍ୟକ୍ତି ଜଣକ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ଗଣମାଧ୍ୟମ କୁ ବଦନାମ କରୁଛି  l କିଛି ଗୋଟେ ବଡ଼ ଅଘଟଣ ଘଟିଲେ ଚେତିବ କି ବଲାଙ୍ଗିର ପୋଲିସ ପ୍ରଶାସନ ??ପୋଲିସ ବିଭାଗ ରାଜ୍ୟ ସରକାରଙ୍କ 5ଟି ର ଅକ୍ତିଆର କୁ ଆସିଲା ପରେ 5ଟି ସଚିବ ଭି.କେ ପାଣ୍ଡିୟାନ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇ ଛନ୍ତି । ଯେଉଁ ଥିରେ କି ଅପରାଧି ଙ୍କୁ ଖୁବ୍ ଶୀଘ୍ର ଧରା ଯାଇ ପାରୁଛି ଓ ଅପରାଧ ନିୟନ୍ତ୍ରଣ କରାଯାଇ ପାରୁଛି ।ଥାନା କୁ ଅଭିଯୋଗ କରି ଗଲେ ଅଭିଯୋଗକାରୀ କୁ ଅଭିଯୋଗ ପ୍ରକୋଷ୍ଠରେ ବସିବାକୁ ଦିଆ ଯିବା ସହିତ ପିଇବାକୁ ପାଣି ମଧ୍ୟ ଦିଆ ଯିବାର ବ୍ୟବସ୍ଥା ରହିଛି କିନ୍ତୁ ଦେଓଗାଁ ପୋଲିସ କ୍ଷେତ୍ର ରେ ଏହାର ପୁରା ବ୍ୟତିକ୍ରମ ଦେଖିବାକୁ ମିଳୁଛି, ଯାହାକି ଏଠି 5ଟି କୁ ଉପହାସ କହିବାକୁ ଚଳେ । 5ଟି ସଚିବ ଭିକେ ପାଣ୍ଡିୟାନ ଙ୍କୁ ଦେଓଗାଁ  ଥାନା କୁ ଅଚାନକ ଗସ୍ତ କରିବାକୁ ନିବେଦନ କରାଯାଉଛି । ବଲାଙ୍ଗିର ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀ ଯୋଗଦାନ ପରେ ସ୍ଥିତି ରେ କଣ ପରିବର୍ତ୍ତନ ହେଉଛି ଦେଓଗାଁ ବାସୀଙ୍କ ନଜର ରହିଛି 

(ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like