-+91-9937148622 |

prerana_bgr@rediffmail.com |

  Monday 22nd June 2026 |

| | | |

R.N.I. Regd No. ODIODI/2010/46693

Breaking News

.*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   (22-Jun-2026)       ||      ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   (22-Jun-2026)       ||      ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   (22-Jun-2026)       ||      *ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   (21-Jun-2026)       ||      ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   (21-Jun-2026)       ||      ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ    (21-Jun-2026)       ||      ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   (21-Jun-2026)       ||      ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   (21-Jun-2026)       ||      ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ    (21-Jun-2026)       ||      ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ    (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   (21-Jun-2026)       ||      ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      *ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   (21-Jun-2026)       ||      ଦହ୍ୟା ଜୀବନ ବିକାଶ ଡିଗ୍ରୀ କଲେଜ ରେ ବିଶ୍ୱ ଯୋଗ ଦିବସ ପାଳନ -   (21-Jun-2026)       ||      ପ୍ରଶାସନ ର ଦୃଷ୍ଟି ପଡ଼ୁ   (21-Jun-2026)       ||      ପୁରୁଣାପାଣି ଶୀତଳ ଷଷ୍ଠୀ ଜଳନ୍ଧର ଦରବାର ଉଦ୍‌ଯାପିତ♦️ ଉତ୍ସବ ମାଧ୍ୟମରେ ଶାନ୍ତି, ମୈତ୍ରୀ ଓ ପ୍ରଗତି ର ବାର୍ତ୍ତାର ହେବ ପ୍ରସାର- ନରସିଂହ   (21-Jun-2026)       ||      ପାଳସାହି ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ♦️୩୭ ୟୁନିଟ ରକ୍ତ ସଂଗୃହୀତ    (21-Jun-2026)       ||     

HOME   ଜିଲ୍ଲା

ଲିଫ୍ଟ୍ ଛିଣ୍ଡି ଦୁର୍ଘଟଣା,ମେଡିକାଲ ରେ ଭର୍ତି ହୋଇଥିଲେ ମଧ୍ୟ ପୋଲିସ ପାଇନି ସୂଚନା

21-Jun-2023



ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ ):  ଗତ ତା.୧୭.୬.୨୦୨୩ ରିଖ ଦିନ ସୁଦପଡ଼ା ସ୍ତିତ ଅନିଲ ମୋଦି ଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଦିନ ସକାଳ ପ୍ରାୟ ୬ ଘଣ୍ଟା ସମୟରେ ପୁରୁଷୋତ୍ତମ ଅଗ୍ରୱାଲ, ଶ୍ରିଷ୍ଟି ଅଗ୍ରୱାଲ ଏବଂ ରାଧିକା ଅଗ୍ରୱାଲ ଅନିଲ ଘରକୁ ଯୋଗାଭ୍ୟାସ କରିବା ପାଇଁ ଯାଇଥିଲେ । ତିନି ଜଣ ଶ୍ରୀଯୁକ୍ତ ମୋଦି ଙ୍କ ଘରେ ଲାଗିଥିବା ଲିଫ୍ଟ ଯୋଗେ ଦ୍ଵିତୀୟ ମହଲା କୁ ଯାଉଥିବା ବେଳେ ହଠାତ୍ ଲିଫ୍ଟ ତଳକୁ ଖସି ପଡିଥିଲା । ଯଦ୍ୱାରା ପୁରୁଷୋତ୍ତମ ଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶ୍ରୀଷ୍ଟି ଙ୍କ ଗୋଟିଏ ଗୋଡ଼ ମଧ୍ୟ ଭାଙ୍ଗି ଅବସ୍ଥା ଗୁରୁତର ହେବାରୁ କୋଇମ୍ବାତୁର ସ୍ଥାନାନ୍ତର କରାଯାଇଛି । ଅଳ୍ପକେ ବର୍ତିଗଲେ ରାଧିକା । ଘଟଣା ଘଟିବା ପରେ ପ୍ରଥମେ ଭୀମ ଭୋଇ ମେଡିକାଲ କଲେଜ କୁ ନେଇଥିବା ବେଳେ ଗୁରୁତର ଥିବାରୁ ଏମାନଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ପୁରୁଷୋତ୍ତମ ଙ୍କୁ ବୁର୍ଲା ମେଡିକାଲ ପରିବର୍ତ୍ତେ ତାଙ୍କ ପରିବାର ଲୋକେ ରାୟପୁର ସ୍ଥିତ ସର୍ଭେ ଟ୍ରୋମା ହସ୍ପିଟାଲ ରେ ଚିକିତ୍ସିତ କରାଉଥିବା ବେଳେ ସ୍ରିଷ୍ଟି ଙ୍କୁ ପ୍ରଥମେ ୱାଲ୍ଟିୟର ଓ ପରେ କୋଇମ୍ବାତୁର୍ କୁ ସ୍ଥାନାନ୍ତର କରାଯାଇଥିବା ଚର୍ଚ୍ଚା ହେଉଛି । ଏତେ ବଡ଼ ଘଟଣା ଘଟି ଯାଇଥିଲେ ସୁଦ୍ଧା ବଲାଙ୍ଗୀର ମେଡିକାଲ ର ଅଧିକାରୀ କେମିତି ପୋଲିସ କୁ ଜଣାଇ ନାହାନ୍ତି । ଏହା ପଛରେ କି ରହସ୍ୟ ଅଛି ଜଣା ପଡ଼ିନାହିଁ । ଉପରୋକ୍ତ ଘଟଣା ସମ୍ପର୍କରେ ଅନିଲ ଙ୍କୁ ପଚାରିବାରୁ ଘଟଣା ଘଟି ଥିବା ସତ୍ୟ ବୋଲି କହିଥିଲେ ।ଆଉ ମଧ୍ୟ କହିଥିଲେ ତାଙ୍କ ଘରେ ଥିବା ଲିଫ୍ଟ କେବଳ ବ୍ୟବସାୟିକ ସାମଗ୍ରୀ ନେବାରେ ବ୍ୟବହାର ହୁଏ।ଯଦି ବ୍ୟବସାୟ ସାମଗ୍ରୀ ନେବା ପାଇଁ ଲିଫ୍ଟ ବ୍ୟବହାର କରାଯାଉଥିଲା ତେବେ ଏମାନଙ୍କୁ ଲିଫ୍ଟ ରେ ଯିବା ପାଇଁ ସୁଯୋଗ ଦିଆଗଲା କାହିଁକି । ଚତୁର୍ଦ୍ଦିଗ ଖୋଲାଥିବା ବିପଦ ଜନକ ଲିଫ୍ଟ ଅନିଲ ମୋଦି କାହିଁକି ଖୋଲା ଛାଡିଥିଲେ । ଲିଫ୍ଟ ସମ୍ମୁଖରେ ସତର୍କ ସୂଚନା କାହିଁକି ଲେଖି ନ ଥିଲେ । ଅସୁରକ୍ଷିତ ବ୍ୟବସାୟିକ ଲିଫ୍ଟ ବୋଲି କାହିଁକି ଦର୍ଶାଇ ନ ଥିଲେ ।ଏଭଳି ଅନେକ ଅସମାହିତ ପ୍ରଶ୍ନ ଜନସାଧାରଣରେ ଚର୍ଚ୍ଚା ହୁଏ ।ଦୁଇ ଜଣ ଙ୍କ ଆକସ୍ମିକ ଦୁର୍ଘଟଣା ହୋଇଥିବାରୁ ବନ୍ଧୁ ବର୍ଗ ରେ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
.*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   22-Jun-2026
  ଜିଲ୍ଲା  
ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   22-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   22-Jun-2026
  ଜିଲ୍ଲା  
*ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   21-Jun-2026
  ଜିଲ୍ଲା  
ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   21-Jun-2026
  ଜିଲ୍ଲା  
ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ   21-Jun-2026
  ଜିଲ୍ଲା  
ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   21-Jun-2026
  ଜିଲ୍ଲା  
ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   21-Jun-2026
  ଜିଲ୍ଲା  
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ   21-Jun-2026

You Might Also Like