-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
21-May-2023
ଡୁଙ୍ଗୁରିପାଲି, (ପ୍ରେରଣା ଖବର) ସାବିତ୍ରୀ ଅମାବାସ୍ୟା ଟି ଆମ ଦେଶର ସବୁଆଡେ ନିଷ୍ଠାପାର ସହ ଚାଲିଥିବା ବେଳେ ଗତ ସାବିତ୍ରୀ ଆମାବାସ୍ୟା ଦିନ ସମାଜସେବୀ ମେଘନାଦ ପ୍ରଧାନ ଙ୍କ ମହାନ କାର୍ଯ୍ୟ ବରଗଡ ଜ଼ିଲ୍ଲା ଦାଦାଙ୍ଗାପାଲୀ ଠାରେ ଅନ୍ଧ ଓ ଅଂଧୁଣି ଶ୍ରୀମାନ ଅଜିତ ଜାଲ ଓ ସୁଷମା ଜାଲ ସହ ଆଠ ମାସ ର ଶିଶୁ ଅମ୍ଲାନ ଜାଲ ଖରା ରେ ରହି ପାରୁ ନ ଥିବା ଖବର ପାଇଥିଲେ ସମାଜ ସେବୀ ମେଘନାଥ ପ୍ରଧାନ l ଏହାପରେ ସଂଗେ ସଂଗେ ସୁବର୍ଣ୍ଣପୁର ଜ଼ିଲ୍ଲା ଶୁଖା ଗ୍ରାମ ରୂ ଆସି ଦୁହିଁଙ୍କୁ ପଙ୍ଖା ଏବଂ ଶାଢ଼ୀ ସହ କିଛି ଆର୍ଥିକ ସାହାଯ୍ୟ କରିଥିଲେ l ତାଙ୍କର ଏହି ମହତ କାର୍ଯ୍ୟ ଦେଖି ଲୋକେ ଖୁଵ ପ୍ରଶଂସା କରିଛନ୍ତି l