-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
ଲୋଇସିଂହା, (ବିନୋଦ କୁମାର ଦୀପ): ଆଜି କୃଷକ ଆନ୍ଦୋଳନର ଭାରତ ବନ୍ଦକୁ ସମର୍ଥନ କରି ଲୋଇସିଂହା ବ୍ଲକ ଠାରେ ଶାନ୍ତିପୂର୍ଣ ଭାବେ ଦୁକାନ, ବଜାର ତଥା ଯାନବାହାନ ବନ୍ଦ ହୋଇଯାଇଛି l ଏହି ବନ୍ଦରେ କଂଗ୍ରେସର ନବ ନାଏକ,ଅରବିନ୍ଦ ସାହୁ, ଭାଗବତୀଆ ଭୋଇ, ଡୁଲା ଓ ଏସଏଏ ର ଦୈତାରୀ ନନ୍ଦ, ଲଲାମନ ନାଗ ଓ ଦୀପକ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ l