-+91-9937148622 |

prerana_bgr@rediffmail.com |

  Wednesday 11th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||      ଡୁଙ୍ଗୁରିପାଲି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ମହିଳା ଦିବସ ପାଳନ   (10-Mar-2026)       ||      *କମ୍ୟୁନିଟି ସେଣ୍ଟର କୋଠା ଉଦଘାଟନ କଲେ ସାଂସଦ ଙ୍କ ପ୍ରତିନିଧି*   (10-Mar-2026)       ||      ଓଡ଼ିଶା ସନାତନୀ କ୍ରିଏଟର ମଞ୍ଚ(OSCM)ର ପ୍ରଥମ ସମ୍ମିଳନୀ ସଫଳତାର ସହିତ ସମ୍ପନ୍ନ   (10-Mar-2026)       ||      ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ   (10-Mar-2026)       ||      ହଲଦିପାଲି ରେ ନକୁଳ ସହଦେଵ ମନ୍ଦିର ପ୍ରତିଷ୍ଠା ମହୋତ୍ସବ   (10-Mar-2026)       ||     

HOME   ଜିଲ୍ଲା

ପ୍ରେମିକା କୁ ଲାଇଭ ଦେଖାଇ ଆତ୍ମହତ୍ୟା କଲା ପ୍ରେମିକ

11-Apr-2023



ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଏକ ଫିଲ୍ମ ଷ୍ଟାଇଲ ରେ ଜଣେ ପ୍ରେମିକ ନିଜ ପ୍ରେମିକା କୁ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ସକାଳ ୧୦ ଟା ସମୟରେ  ନିଜ ଗ୍ରାମରେ ଥିବା ପାଣୀ ଟାଙ୍କି ଉପରକୁ ଚଢି ଯାଇ ଥିଲେ ପ୍ରେମିକ ପ୍ରବର ପିଣ୍ଟୁ ହରିପାଲ !  ଫିଲ୍ମ ଷ୍ଟାଇଲ୍ ରେ ଆତ୍ମହତ୍ଯା ଉଦ୍ଯମ ! ପାଣୀ ଟାଙ୍କି ଉପରକୁ ଚଢିଗଲେ ଆଉ ନିଜ ପ୍ରେମିକା ପାଖକୁ ଭିଡିଓ କଲ୍ କଲେ ହେଲେ ପ୍ରେମିକା ଜଣକ ଭିଡିଓ କଲ ରିସିଭ କଲେ ନାହିଁ ! ଯେଉଁ ଥିରେ ହତାସ ହୋଇ ପ୍ରେମିକ ପ୍ରବରଙ୍କ ଆତ୍ମହତ୍ଯାର ଫିଲ୍ମ ଫ୍ଲପ୍ ହୋଇଗଲା ! ଏ ପରୀ କି ଲଭ୍ ଷ୍ଟୋରୀ କୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି ! ଦେଓଗାଁ ବ୍ଲକ କୁଠୁର୍ଲା ଗ୍ରାମର ଲଭର ବୟେ ପିଣ୍ଟୁ ହରପାଲ ! ସେ ବଲାଙ୍ଗୀର ସହରର ଜଣେ ଝିଅକୁ ମନ ଦେଇ ଭଳ ପାଉ ଥିଲେ ! କୌଣସି କାରଣରୁ ଦୁହିଁଙ୍କ ଭିତରେ ଫୋନରେ କଥା ହେବା ସମୟରେ କେଉଁଠି ଟିକିଏ ତ୍ରୁଟି ଦେଖା ଦେଲା ! ସେଥିରୁ ପିଣ୍ଟୁ ସହିତ ତା ପ୍ରେମିକା କଥା ହେଉ ନ ଥିଲେ ! ଯେତେ ଫୋନ୍ କଲେ ମଧ୍ଯ ରିସିଭ କରୁନ ଥିଲେ ! ସେଥି ପାଇଁ ଗ୍ରାମରେ ଥିବା  ଓଭର ହେଡ୍ ପାଣି ଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରି ଥିଲେ , ପାଣି ଟାଙ୍କି କଭର ଖୋଲି ଭିତରକୁ ପଶି ଗଲେ ପରେ ଲକ୍  କରି ଦେଇ ଥିଲେ ପିଣ୍ଟୁ ! ଦୁଇ ଘଣ୍ଟା ପରେ ସ୍ୱାଶ ରୂଦ୍ଧ ଅବସ୍ଥାରେ ଉଦ୍ଧାର କଲା ଦେଓଗାଁ ଅଗ୍ନିଶମ ବାହିନୀ ! ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭିର୍ତ୍ତି କରା ଯାଇଛି ! ଏଭଲି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ! ଘଟଣାର ଅଧିକ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଦେଓଗାଁ ପୋଲିସ ! 

 ବଲାଙ୍ଗୀରରୁ ପୁର୍ଣ୍ଣ ଶଶୀ ଶେଖର ରାଓ ଙ୍କ ରିପୋର୍ଟ


News Comment




Photo in News

Advertisment
Lastest News
  ଜିଲ୍ଲା  
*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   11-Mar-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   11-Mar-2026
  ଜିଲ୍ଲା  
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   11-Mar-2026
  ଜିଲ୍ଲା  
ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   11-Mar-2026
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026
  ଜିଲ୍ଲା  
ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   11-Mar-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   11-Mar-2026
  ଜିଲ୍ଲା  
ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   10-Mar-2026
  ଜିଲ୍ଲା  
*ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   10-Mar-2026
  ଜିଲ୍ଲା  
ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   10-Mar-2026

You Might Also Like