-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ମାନବ ସେବାରେ ଉତ୍ସର୍ଗତ ହେବି ଶେଷ ଜୀବନ ଯାଏଁ ରାଜ୍ୟପାଳ ପୁରୁସ୍କାର ପ୍ରାପ୍ତ ଶିକ୍ଷକ ସହଦେବ ବୁଦ୍ଧିଆ

10-Apr-2023



ଭବାନୀ ପାଟଣା(ତ୍ରିନାଥ ବେଶ୍ରା )
 ତୁଳସୀ ଦୁଇ ପତ୍ରରୁ ବାସିବା ପରି ବାଳକ ଅବସ୍ଥାରୁ ହିଁ ସହଦେବ ବୁଦ୍ଧିଆ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ବାପା ଲାଲସାଏ ବୁଦ୍ଧିଆ ମାତା ପ୍ରେମଲତା ବୁଦ୍ଧିଆଙ୍କ ଠାରୁ ୦୧/୦୧/୧୯୬୦ ମସିହାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ପଞ୍ଚାୟତ ସୋରିଙ୍ଗପଦର୍ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମକରି ସୋରିଙ୍ଗପଦ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟା ଅଧ୍ୟୟନ ଆରମ୍ଭ କରିଥିଲେ। ଶିଶୁ ଅବସ୍ଥାରୁ ହିଁ ମିଷ୍ଠାଭାଷୀ, ସରଳ ଶାନ୍ତ ସ୍ୱାଭାବ୍ ର ହୋଇଥିବାରୁ ସମସ୍ତଙ୍କର ମନଜିଣି ପାରିଥିଲେ । ଯୁବକ ଅବସ୍ଥାରେ କର୍ଲାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ହିଁ ଶିକ୍ଷକ ହୋଇ ନିଜ ଜିଲ୍ଲାର ମାନବଢାଇବା ପାଇଁ ଶିକ୍ଷକ ହେବି ବୋଲି ମନରେ ଶପଥ ନେଇ କର୍ମମୟ ଜୀବନ ଆରମ୍ଭ କଲେ। ଶିକ୍ଷକ ରୂପରେ ୧୯୮୦ ମସିହାରେ ପ୍ରଥମେ କେସିଙ୍ଗା ବ୍ଲକର ତେନ୍ତୁଳିଚୁଆଁ ବିଦ୍ୟାଳୟ ଠାରେ ନିଜ ଶିକ୍ଷକତା ଆରମ୍ଭ କରି ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରାଣେ ପ୍ରାଣେ ସତଚେଷ୍ଟା କରି ରାଜ୍ୟ ସରକାରଙ୍କର ଦ୍ୱାରା ହାତକୁ ନିଆଁ ଯାଇଥିବା ଯୋଜନାର ସଫଳରୂପ ଦେଇ କୃତକାର୍ଯ୍ୟ ହୋଇ ବିଭିନ୍ନ ସମୟରେ ଶିକ୍ଷା ପାଇଁ ବିଭିନ୍ନ ମହଲରେ ପୁରସ୍କାର ପ୍ରାପ୍ତ କରିଥିଲେ। ରାଜ୍ୟ ସ୍ତରୀୟ ସର୍ବ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର, ବୋରଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇବା ସହ
ପଛକୁ ଆଉ ଫେରି ନଚାହିଁ ପିଲାଟି ଦିନରୁ ଦେଖିଥିବା ସପନକୁ ସାକାର କରିବା ପାଇଁ ଲାଗିପଡ଼ି ଜିଲ୍ଲା ତଥା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଥିଲେ ତାଙ୍କର କାର୍ଯ୍ୟ ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାର (ରାଜ୍ୟପାଳ) ଶିକ୍ଷକ ପୁରସ୍କାରରେ ପୁରସ୍କୃତ କଲେ। ସେ ଶିକ୍ଷକ ଥିବା ସମୟରେ ତାଙ୍କ ମାସିକ ବେତନକୁ ମଧ୍ୟ ବିଭିନ୍ନ ବିଦ୍ୟାଳୟ ର ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଈ ସେ ଅଞ୍ଚଳରେ ଛାତ୍ର ଛାତ୍ରୀ ତଥା ଅବିଭାବକ ମହଲରେ ବହୁ ଲୋକପ୍ରିୟତା ହାସଲ କରିପାରିଥିଲେ। ତାଙ୍କର ପ୍ରଚେଷ୍ଠାରେ ସ୍କୁଲ ପାଚେରୀ, ରାସ୍ତା, ଲାଇବ୍ରେରୀ ହଲ ଏପରି ବହୁବିଦ୍ୟାଳୟ ମାନଙ୍କରେ ତାଙ୍କର ଛାପ ଛାଡି ଯାଇଛନ୍ତି । ଯାହା ଆଗାମୀ ପିଢ଼ି ପାଇଁ ଉଦାହରଣ ହେବ। ଥୁଆମୂଳ ରାମପୁର ବ୍ଲକପରି ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟର ତାଙ୍କର ଛାତ୍ରଛାତ୍ରୀ ଦେଇଛନ୍ତି। ଏ ଅଞ୍ଚଳ ଦୁର୍ଗମରୁ ଦୁର୍ଗମ ଅଟେ ରାସ୍ତା ଘାଟ ବାଧକ ଥିଲେ ମଧ୍ୟ ଲକ୍ଷଚୂତ୍ୟ ନହୋଇ ଶିକ୍ଷାର ମାନ ବଢାଇବା ପାଇଁ ପାଦରେ ଚାଲି ଚାଲି ଗ୍ରାମ ଗ୍ରାମ ବୁଲି ଶିଶୁମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ ନିଜ ବିଦ୍ୟାଳୟରୁ ୯ ଜଣ ଛାତ୍ରଛାତ୍ରୀ ପ୍ରଥମ ପୁରସ୍କାର ପାଇ ପାରିଥିଲେ । ଏହା ତାଙ୍କ କାର୍ଯ୍ୟ ଦକ୍ଷତାର ପରିଚୟ ଚାରିଆଡେ ବିଛୁରିତ ହେଲା। ଏହା ଭିତରେ ସେ ବେସରକାରୀ ସଂସ୍ଥା ଙ୍କୁ ମଧ୍ୟ ନିଜ ମିଷ୍ଠାଭାଷ ଦ୍ୱାରା ନିଜରକରି ନିଜ ବିଦ୍ୟାଳୟ ର ଗଠନ ମୂଳକ କାର୍ଯ୍ୟରେ ସହଯୋଗ ପାଇଥିଲେ। ବିଦ୍ୟଲୟର ତଥା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୋ ସ୍କୁଲ କାର୍ଯ୍ୟକ୍ରମରେ ନିଜ ୫୦,୦୦୦ ଟଙ୍କା ଦାନ କରିବାରେ ପଛଘୁଞ୍ଚା ଦେଇନାହାନ୍ତି। ୩୧/୧୨/୨୦୧୯ ମସିହାରେ ଶିକ୍ଷକତା ଜୀବନୀରୁ ଅବସର ପ୍ରାପ୍ତ ଗ୍ରହଣ କଲେ। ତାଙ୍କ ବିଦାୟକାଲିନ ପରେ ମଧ୍ୟ ତାଙ୍କ ଲକ୍ଷ ଏବେ ମଧ୍ୟ ସରିନାହିଁ। ବିଦାୟ ପରେ ମଧ୍ୟ ନିଜ ଜନ୍ମ ଗ୍ରାମରେ ରହି ଶିକ୍ଷା ସହ ସମାଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଷ ଜୀବନଯାଏଁ କାର୍ଯ୍ୟ କରିବାକୁ ଆମ ଗଣମାଧ୍ୟାମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like