-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
08-Apr-2023
ରୁପ୍ରା ରୋଡ (ସଞ୍ଜିବ ଦାସ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପୁରାତନ ଛାତ୍ର ସଂଘ ର ସଭାପତି ଆଇନ ଯିବି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଅଗ୍ରୱାଲ ଙ୍କ ଅଧକ୍ଷତା ରେ ତାଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ରୁପ୍ରା ରୋଡ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରତି ଟି ଦିଗ ଉପରେ ଆଲୋଚନ କରାଯାଇଥିଲା |
ଉପରୋକ୍ତ ବୈଠକରେ ପୁରାତନ ଛାତ୍ର ବିଶିଷ୍ଟ ଆଇନ ଯିବି ଶ୍ରୀ ଗୋବିନ୍ଦ ରାମ ଖେତାନ, ଅନିଲ ଅଗ୍ରୱାଲ, , ଧୀରେନ୍ଦ୍ର ଖେତାନ, ଅମିତ ଶର୍ମା, ସୁମିତ ଅଗ୍ରୱାଲ,ଚିତ୍ତ ରଞ୍ଜନ ରଣା, ସୁରେନ୍ଦ୍ର ଅଗ୍ରୱାଲ, ବିଜୟ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ |