-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
06-Mar-2023
ବଲାଙ୍ଗୀର(ପ୍ରେରଣା ଖବର )ଯା'ର ଗାଁ ଯାର ମାଟି ତାକୁ ବଡ ଏବଂ ନିଜ ଗାଁର ସେବା ମଧ୍ଯ ଦେଶସେବା ବୋଲି ପୁଇଁନ୍ତଲା ବ୍ଳକ ବୁବେଲ ଦୋଳ ମହୋତ୍ସବର କଂସରାଜ ଦରବାରରେ ମୁଖ୍ଯ ଅତିଥି ପୂର୍ବତନ ମନ୍ତୀ ତଥା ପଶ୍ଚିମାଞଳ ବିଶିଷ୍ଟ ନେତା ଭଟଲି ବିଧାୟକ ସୁଶାନ୍ତ ସିଂ ମତବ୍ୟକ୍ତ କରିଥିଲେ। ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ, ବିଜେଡି ଯୁବ ପାରିଷଦ ।
ସଦସ୍ଯ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଦସ୍ଯ କୁମାରମଣି ସେଠ ସମ୍ମାନିତ ଅତିଥି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର, କୁମରମଣି ସେଠ, ପୂର୍ବତନ ବୁବେଲ ହାଇସ୍କୁଲ ଶିକ୍ଷକ ନୀଳମଣି ପଟେଲ ଓ ପବିତ୍ର ମୋହନ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୁବେଲ ଅଞ୍ଚଳରେ ମାନବ ସମ୍ବଳ ବିକାଶରେ ଏହି ଗୁରୁମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରାଯାଇଥିଲା। କଂସରାଜ ଅନୀଲ କୁମାର ନାଏକ ଓ ସାଥିଙ୍କ ପୁତୁନା ପୁତୁନା ବଧକୁ ବହୁ ଲୋକ ଉପଭୋଗ କରିଥିଲେ