-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଆଦିବାସୀ ହଷ୍ଟେଲର ଯୌନକେଳେଙ୍କାରୀ , ବିଭାଗୀୟ ବିଶୃଙ୍ଖଳାକୁ ଚପାଇଦେଲେ  !

05-Mar-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଆଦିବାସୀ କଲ୍ୟାଣ ବିଭାଗର ଏକ ଆଶ୍ରମସ୍କୁଲରେ ଜଣେ ୯ମ ଶ୍ରେଣୀର ଛାତ୍ରୀକୁ ଅବୈଧ ଗର୍ଭବତୀ କରିବା ଅଭିଯୋଗରେ ଜଣେ ଅଣଛାତ୍ରକୁ ସଦରଥାନା ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି ।  ତେବେ ଏଥିପାଇଁ  କାହାକୁ ଦାୟୀ କରାଯାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଦୀର୍ଘ ପ୍ରାୟ ୪/ ୫ ମାସକାଳ ଛାତ୍ରୀନିବାସର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇପଡି ହଷ୍ଟେଲରେ ରହିବା, ତା'କୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍କୁଲ୍ କର୍ତ୍ତୃପକ୍ଷ ଅବୈଧ ଗର୍ଭପାତ କରାଇବା ଓ  ଶେଷରେ ଏଥିଯୋଗୁଁ ଛାତ୍ରୀଟିର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡିବାରୁ ତାକୁ ବାଧ୍ୟହୋଇ ଭୀମଭୋଇ ମେଡିକାଲ କଲେଜର ହାସପାତାଳରେ ଭର୍ତ୍ତି କରାଇବା ଓ ଏପରି ବିଭାଗୀୟ ଚରମ ବିଶୃଙ୍ଖଳାକୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଗୋପନ ରଖିବାଦି ବେନିୟମ୍ କାର୍ଯ୍ୟକଳାପ ସତ୍ତ୍ୱେ ଅଦ୍ୟାବଧି ବିଭାଗ ପକ୍ଷରୁ କାହାରି ଉପରେ କୌଣସି ପ୍ରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା, ଆଶ୍ଚର୍ଯ୍ୟଜନକ କଥା । କିଛିବର୍ଷତଳେ ଏଇପରି ଏକ ଘଟଣାରେ ରାମଚନ୍ଦ୍ରପୁର ଆଶ୍ରମସ୍କୁଲରେ ୩ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ, ଏହି ଘଟଣାରେ କର୍ତ୍ତୃପକ୍ଷ ନୀରବ କାହିଁକି ବୋଲି ପ୍ରଶ୍ନ ଉଠୁଛି ।  ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚିତ ଏଭଳି ଘଟଣାଟିକୁ  ବିଧାନସଭା ଚାଲିଥିବା କାଳରେ  ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ଗିରଫ ଦାବି ସତ୍ତ୍ୱେ ଏଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ପ୍ରାଶାସନିକ ନିର୍ଦ୍ଦେଶରେ ସରକାରୀ ସ୍କୁଲର ତଥ୍ୟ ପ୍ରଘଟ ନ କରିବାକୁ ନୋଟିସ୍ ଦିଆଯାଇ ଚପାଇ ଦିଆଯିବା ଗୁରୁତର ବିଷୟ  ! ଏ ସମ୍ପର୍କରେ କାହିଁକି ଜିଲ୍ଲାର ଟାଣୁଆ ନେତା, ବିଧାୟକ, ସାଂସଦ, ନିର୍ବାଚିତ ଲୋକ ପ୍ରତିନିଧିମାନେ ତୁଣ୍ଡରେ ତୁଣ୍ଡିବାନ୍ଧି ବସିଛନ୍ତି, ତାହା ରହସ୍ୟମୟ  ଓ ଭିନ୍ନଦିଗକୁ ଇଙ୍ଗିତ କରୁଛି  । 
ଉଲ୍ଲେଖନୀୟ ଯେ, ଏ ସମ୍ପର୍କରେ ପଚାରିବାରୁ ସମ୍ପୃକ୍ତ ଚୂଡାପାଲି ଆଶ୍ରମସ୍କୁଲ୍ ର ପ୍ରଧାନସେବକ କୁଶଳେଶ୍ବର ମିଶ୍ର ଆମ ପ୍ରତିନିଧିଙ୍କୁ ଏହି ବିଷୟରେ କିଛି ନ କହିବାକୁ ଆମକୁ ଜିଲ୍ଲାପାଳ ଓ ଡିଡବ୍ଲୁଓ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିବାବେଳେ, ଗଣମାଧ୍ୟମର ପ୍ରତିନିଧିମାନେ ଜିଲ୍ଲାକାର୍ଯ୍ୟାଳୟରେ ଜିଲ୍ଲା କଲ୍ୟାଣଅଧିକାରୀ ଅଲେଖ ବିଶ୍ବାଳଙ୍କୁ ପଚାରିବାରୁ ସେ ମଧ୍ୟ ଏହା ପ୍ରଘଟ ନ କରିବାକୁ ଉପରୁ ନିର୍ଦ୍ଦେଶ ଦିଆଯାଇଥିବା କହିବା ସହିତ ' ସେ କୋଉ

ଗାଁ'ର ଇତ୍ୟାଦି ସବୁ ତ ଆପଣମାନେ ଜାଣନ୍ତି , ଆମେ ଛାତ୍ରୀଟିର ଅସୁସ୍ଥତା ଯୋଗୁଁ ତାକୁ ଡାକ୍ତରଖାନାକୁ ନେଲୁଁ  । ଏଥିରେ କାହାରି ଦୋଷତ୍ରୁଟି ନାଇଁ ।  ଏଭଳି ଘଟଣା ନିୟମିତ ହେଉଛି କି ? ମୋ' ଉପରେ ଯାହା କାର୍ଯ୍ୟନୁଷ୍ଠାନ ନେବାକଥା, ସରକାର ନେବେ । ଆମର କିଛି ଭୁଲ୍ ନାହିଁ । ଇତ୍ୟାଦି କହି ଚିହିଁକି ଉଠିଥିଲେ । ଏଥିରୁ ଏହି ଘଟଣାଟିକୁ ଉପରସ୍ତରରୁ ଚପାଇ ଦିଆଯାଇଥିବା ଓ ତାଙ୍କୁ ନିର୍ଭୟ ଦିଆଯାଇଥିବା ସ୍ପଷ୍ଟ ।

ତେବେ ସୁରକ୍ଷା କଡାକଡି ରହିଥିବା ଏକ ସରକାରୀ ଆଦିବାସୀ କଲ୍ୟାଣ ଆବାସିକ ଶିକ୍ଷାନୁଷ୍ଠାନରେ ଏଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅବୈଧ ଘଟଣାକୁ ସରକାର ଗୁରୁତ୍ୱ ଦେଉ ନଥିବା  ଓ ଗାଇଡ୍ ଲାଇନ୍ ଆଳରେ ପ୍ରଘଟ ନ କରିବାକୁ ସ୍କୁଲ୍ ରେ ବିଭାଗୀୟ ନିର୍ଦ୍ଦେଶରେ ନୋଟିସ୍ ବୁଲାଯିବା ଜିଲ୍ଲାର ପ୍ରଶାସନିକ ଅବ୍ୟବସ୍ଥାର କିପରି ନମୁନା ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like