-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Mar-2023
ବଲାଙ୍ଗୀର, ତୁଷୁରା ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ଭୂଆଁପଡା ଗ୍ରାମରେ ବେଆଇନ ଇଟା ଭାଟି ଚାଳିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପ୍ରଶାସନକୁ ହାତକରି ବେଧଡକ ଏହି ବେପାର ଚଳାଇ ଲକ୍ଷାଧିକ ଟଙ୍କା ବେଆଇନ ଭାବେ ରୋଜଗାର କରୁଛନ୍ତି। ଅନ୍ୟ ପକ୍ଷରେ ଇଟା ଭାଟି ଯୋଗୁଁ ଉକ୍ତ ଅଞ୍ଚଳରେ ଉତ୍ତାପ ବୃଦ୍ଧି ହେବା ସହ ପରିବେଶ ଦୂଷିତ ହେଉଛି। ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆଖିଦୃଶିଆ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଊଛି।
(ପଞ୍ଚାନନ ନାଏକ ଙ୍କ ରିପୋର୍ଟ )