-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
26-Feb-2023
ବଲାଙ୍ଗୀର(ପ୍ରେରଣା ଖବର )- ବଲାଙ୍ଗିର ରାମଜୀପଡା ରାମ ଲୀଳା ବଲାଙ୍ଗିରକୁ ନେଇ ପୁଣି ଏ ବର୍ଷ ରାମ ନବମୀରୁ ଆରମ୍ଭ ହେବ । ଏଥର ପୁରାତନ କଳାକାର ଓ ନୂତନ ଗାଁର କଳାକାର କଳା ପ୍ରଦର୍ଶନ କରିବେ । କଳାକାର ଅଭିନୟ ବାଦ୍ୟକାର ଗୁରୁ ବାଲମୁକୁନ୍ଦ ବେହେର, କଣ୍ଠରେ ସଦାଶିବ ଓ ପୌରାଣିକ ଗୀତରେ ନାଟକ ଝଲସିବ l ଚଳିତ ବର୍ଷ ମଧ୍ୟ ପୁଣି ଥରେ ଡା. ରୁଦ୍ରନାରାୟଣ ପଟେଲ ରାବଣ ଭୂମିକାରେ ଅଭିନୟ କରିବେ l ଚୟନ ପ୍ରକ୍ରିୟାରେ ହାରାହାରି ୬୫ କଳାକାର ରୁ ଉର୍ଦ୍ଧ୍ୱ ଚୟନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆଖଡା ଅନୁଷ୍ଠିତ ହୋଇଛି । ଆଖପାଖ ଅଞ୍ଚଳରୁ ବହୁ କଳାକାର ଏ ଅଖଡାଶାଳାରେ ସାମିଲ ହେଉଛନ୍ତି ।