-+91-9937148622 |

prerana_bgr@rediffmail.com |

  Wednesday 18th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା, (ବିନୋଦ ଦୀପ) ଗତ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଗଣ୍ଡ ସମାଜ ସଡ଼ବଂଶୀ ବିକାଶ ପରିଷଦ ର ଏକ ବୈଠକ ଢୁଲୁସର ସ୍ଥିତ ଶିବ ମନ୍ଦିର ଠାରେ ଜନାର୍ଦ୍ଧନ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଡ଼ବଂଶୀୟ ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପୁନର୍ଗଠନ କରାଯାଇଥିଲା।ସର୍ବସମ୍ମତି କ୍ରମେ ସଭାପତି ଭାବେ ସେବାକର ମଲିକ,ସମ୍ପାଦକ ଭାବେ ବ୍ରଜ ଭୋଇ,ସହ ସମ୍ପାଦକ ଭାବେ ରାଜୀବ ଭୋଇ,କୋଷାଧକ୍ଷ ଭାବେ ଶ୍ରୀବଛ କୁମୁରା ଙ୍କୁ ଚୟନ କରାଯାଇଥିଲା।ଉପଦେଷ୍ଟା କମିଟି ରେ ରାହାସ ବିହାରୀ ମଲ୍ଲିକ,ରାମକୁମାର କୁମୁରା,ମକର୍ଧ୍ଵଜ ଧରୁଆ ,ବୀରବର ଧରୁଆ,ଡୋଳାମଣି ଧରୁଆ,ବ୍ରହ୍ମ ଭୋଇ, ଜଗନ୍ନାଥ ଧରୁଆ ଙ୍କୁ ମନୋନୀତ କରାଯାଇଥିଲା।ଏହି ଅବସର ରେ ସମାଜ ର ସଂସ୍କୃତି,ପରମ୍ପରା ଓ ରୀତିନୀତି ଉପରେ ସଚେତନ ହେଵା ପାଇଁ ସମସଙ୍କୁ ଅତିଥି ମାନେ ଅନୁରୋଧ କରିଥିଲେ । ଆସନ୍ତା ମଇ ମାସରେ ଦୁଇଦିନ ମହାସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ପରିଶେଷ ରେ ବୀରବର ଧରୁଆ ଧନ୍ୟବାଦ ଦେଇଥିଲେ।   (18-Mar-2026)       ||      ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   (18-Mar-2026)       ||      ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   (18-Mar-2026)       ||      ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ    (18-Mar-2026)       ||      କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର    (18-Mar-2026)       ||      ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   (18-Mar-2026)       ||      ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   (18-Mar-2026)       ||      ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   (18-Mar-2026)       ||      ଧୋବାତୋଟା ମେଳଣ ଉତ୍ସବ   (18-Mar-2026)       ||      ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ    (18-Mar-2026)       ||      ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   (18-Mar-2026)       ||      ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ    (18-Mar-2026)       ||      ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   (18-Mar-2026)       ||      *ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   (18-Mar-2026)       ||      ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   (17-Mar-2026)       ||      *ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   (17-Mar-2026)       ||      ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||     

HOME   ଜିଲ୍ଲା

 ମଧ୍ୟସ୍ଥି ଜରିଆରେ ବିକ୍ରି ବେଳେ ଧରିଲା ପୋଲିସ, ସାବତ ବାପା ସମେତ ୪ ଅଟକ

26-Feb-2023



ବଲାଙ୍ଗିର, ଝିଅକୁ ବିକ୍ରି କଲା ସାବତ ବାପା । ମଧ୍ୟସ୍ଥି ଜରିଆରେ ବିକ୍ରି ବେଳେ ଧରିଲା ପୋଲିସ । ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ ୪ ଅଟକ । ବଲାଙ୍ଗୀର ପାଟଣାଗଡ଼ ଉପଖଣ୍ଡ ଘସିଏନ ଗାଁର ଘଟଣା । ନବମ ଶ୍ରେଣୀର ଝିଅକୁ ରାଜସ୍ଥାନ ଚାଲାଣ ଉଦ୍ୟମ କରୁଥିଲା ସାବତ ବାପାଜଣେ ମହିଳା ମଧ୍ୟସ୍ଥିଙ୍କ ଜରିଆରେ ଝିଅକୁ ଚାଲାଣ ପାଇଁ ୫୦ ହଜାର ଟଙ୍କା ଅଗ୍ରୀମ ନେଇଥିଲା । ଝିଅକୁ ବଧୂବେଶରେ ସଜାଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିଥିଲା । କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ରେଳବାଇ ପୋଲିସ ପହଂଚି ପଚରା ଉଚରା କରିବା ସହ ବଧୂ ବେଶରେ ସଜ୍ଜିତ ଝିଅଟି ନାବାଳିକା ହୋଇଥିବା ଏବଂ ତାଙ୍କୁ  ରାଜସ୍ଥାନ ଚାଲାଣ କରୁଥିବା ଜଣାପଡିଥିଲା । ପରେ କଣ୍ଟାବାଞ୍ଜି ରେଳବାଇ ପୋଲିସ ଉକ୍ତ ନାବାଳିକାକୁ ନିଜ ହେପାଜତରେ ରଖିଥିବା ବେଳେ ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ ୪ ଜଣ ଙ୍କୁ ଥାନା ରେ ଅଟକ ରଖିଛି ।

(ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ )


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା, (ବିନୋଦ ଦୀପ) ଗତ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଗଣ୍ଡ ସମାଜ ସଡ଼ବଂଶୀ ବିକାଶ ପରିଷଦ ର ଏକ ବୈଠକ ଢୁଲୁସର ସ୍ଥିତ ଶିବ ମନ୍ଦିର ଠାରେ ଜନାର୍ଦ୍ଧନ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଡ଼ବଂଶୀୟ ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପୁନର୍ଗଠନ କରାଯାଇଥିଲା।ସର୍ବସମ୍ମତି କ୍ରମେ ସଭାପତି ଭାବେ ସେବାକର ମଲିକ,ସମ୍ପାଦକ ଭାବେ ବ୍ରଜ ଭୋଇ,ସହ ସମ୍ପାଦକ ଭାବେ ରାଜୀବ ଭୋଇ,କୋଷାଧକ୍ଷ ଭାବେ ଶ୍ରୀବଛ କୁମୁରା ଙ୍କୁ ଚୟନ କରାଯାଇଥିଲା।ଉପଦେଷ୍ଟା କମିଟି ରେ ରାହାସ ବିହାରୀ ମଲ୍ଲିକ,ରାମକୁମାର କୁମୁରା,ମକର୍ଧ୍ଵଜ ଧରୁଆ ,ବୀରବର ଧରୁଆ,ଡୋଳାମଣି ଧରୁଆ,ବ୍ରହ୍ମ ଭୋଇ, ଜଗନ୍ନାଥ ଧରୁଆ ଙ୍କୁ ମନୋନୀତ କରାଯାଇଥିଲା।ଏହି ଅବସର ରେ ସମାଜ ର ସଂସ୍କୃତି,ପରମ୍ପରା ଓ ରୀତିନୀତି ଉପରେ ସଚେତନ ହେଵା ପାଇଁ ସମସଙ୍କୁ ଅତିଥି ମାନେ ଅନୁରୋଧ କରିଥିଲେ । ଆସନ୍ତା ମଇ ମାସରେ ଦୁଇଦିନ ମହାସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ପରିଶେଷ ରେ ବୀରବର ଧରୁଆ ଧନ୍ୟବାଦ ଦେଇଥିଲେ।   18-Mar-2026
  ଜିଲ୍ଲା  
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   18-Mar-2026
  ଜିଲ୍ଲା  
ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   18-Mar-2026
  ଜିଲ୍ଲା  
ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ   18-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର   18-Mar-2026
  ଜିଲ୍ଲା  
ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   18-Mar-2026
  ଜିଲ୍ଲା  
ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   18-Mar-2026
  ଜିଲ୍ଲା  
ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   18-Mar-2026
  ଜିଲ୍ଲା  
ଧୋବାତୋଟା ମେଳଣ ଉତ୍ସବ   18-Mar-2026

You Might Also Like

  ଜିଲ୍ଲା  

ଲୋଇସିଂହା, (ବିନୋଦ ଦୀପ) ଗତ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଗଣ୍ଡ ସମାଜ ସଡ଼ବଂଶୀ ବିକାଶ ପରିଷଦ ର ଏକ ବୈଠକ ଢୁଲୁସର ସ୍ଥିତ ଶିବ ମନ୍ଦିର ଠାରେ ଜନାର୍ଦ୍ଧନ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଡ଼ବଂଶୀୟ ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପୁନର୍ଗଠନ କରାଯାଇଥିଲା।ସର୍ବସମ୍ମତି କ୍ରମେ ସଭାପତି ଭାବେ ସେବାକର ମଲିକ,ସମ୍ପାଦକ ଭାବେ ବ୍ରଜ ଭୋଇ,ସହ ସମ୍ପାଦକ ଭାବେ ରାଜୀବ ଭୋଇ,କୋଷାଧକ୍ଷ ଭାବେ ଶ୍ରୀବଛ କୁମୁରା ଙ୍କୁ ଚୟନ କରାଯାଇଥିଲା।ଉପଦେଷ୍ଟା କମିଟି ରେ ରାହାସ ବିହାରୀ ମଲ୍ଲିକ,ରାମକୁମାର କୁମୁରା,ମକର୍ଧ୍ଵଜ ଧରୁଆ ,ବୀରବର ଧରୁଆ,ଡୋଳାମଣି ଧରୁଆ,ବ୍ରହ୍ମ ଭୋଇ, ଜଗନ୍ନାଥ ଧରୁଆ ଙ୍କୁ ମନୋନୀତ କରାଯାଇଥିଲା।ଏହି ଅବସର ରେ ସମାଜ ର ସଂସ୍କୃତି,ପରମ୍ପରା ଓ ରୀତିନୀତି ଉପରେ ସଚେତନ ହେଵା ପାଇଁ ସମସଙ୍କୁ ଅତିଥି ମାନେ ଅନୁରୋଧ କରିଥିଲେ । ଆସନ୍ତା ମଇ ମାସରେ ଦୁଇଦିନ ମହାସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ପରିଶେଷ ରେ ବୀରବର ଧରୁଆ ଧନ୍ୟବାଦ ଦେଇଥିଲେ।