-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଜାଗର  ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ

18-Feb-2023



ବୌଦ୍ଧ-( ହୃଦାନନ୍ଦ ମେହେର )- ଆଜି ହେଉଛି ମହାଶିବରାତ୍ରି l ବୌଦ୍ଧ ଜ଼ିଲ୍ଲାର ବିଭିନ୍ନ ଶୈବ ପୀଠ ରେ ମହାଶିବରାତ୍ରି ପାଳିତ ହେଉଛି l ବୌଦ୍ଧ ବ୍ଲକ ଗନ୍ଧରାଢ଼ୀ  ପୀଠରେ ମଧ୍ୟ ମହାଶିବରାତ୍ରି ପାଇଁ ବହୁତ ଭକ୍ତଙ୍କ ଭିଡ ଲାଗି ରହିଛି l ଶୈବ ଓ ବୈଷ୍ଣବ ଧର୍ମର ପୀଠସ୍ଥଳୀ ହେଉଛି ଗନ୍ଧରାଢ଼ୀ  l ଏଠାରେ ଗୋଟିଏ  ସ୍ଥାନରେ ଦୁଇଟି ମନ୍ଦିର ଅବସ୍ଥିତ l ଏଠାରେ ଗୋଟିଏ ମନ୍ଦିର ରେ  ମହାପ୍ରଭୁ ହର ( ସିଦ୍ଧେଶ୍ୱର )ଓ ମହାପ୍ରଭୁ ହରି ( ନୀଳମାଧବ ) ରୂପରେ ପୂଜା ପାଉଛନ୍ତି l ଏହି ମନ୍ଦିର ରେ ଚାରିଟି ଶମ୍ଭୁ ରହିଥିବା ରୁ ଏହାକୁ ଚାରିଶମ୍ଭୁ ମନ୍ଦିର କୁହାଯାଏ l ଗନ୍ଧରାଢ଼ୀ ମନ୍ଦିରର ବେଢାରେ ସିଦ୍ଧେଶ୍ୱର ବ୍ୟତୀତ ଶ୍ରୀ ଯୋଗେଶ୍ୱର, ଶ୍ରୀ କପିଳେଶ୍ଵର ଏବଂ ଶ୍ରୀ ପଶ୍ଚିମ ସୋମନାଥ ପୂଜା ପାଉଥିବାରୁ ଏହାର ଅନ୍ୟ ନାମ ଚାରିଶମ୍ଭୁ ମନ୍ଦିର l ଏହି ହରିହର ପୀଠରେ ଥିବା ଦୁଇଟି ଯାକ ମନ୍ଦିର ଗଠନ ଏକା ପ୍ରକାର ହୋଇଥିବାରୁ ଏହାକୁ ଶ୍ରଦ୍ଧାଳୁ ଜାଆଁଳା ମନ୍ଦିର ମଧ୍ୟ କହନ୍ତି l ଏହି ମନ୍ଦିରର ଗଠନ ଅନ୍ୟ ଶିବ ଏବଂ ବିଷ୍ଣୁଙ୍କ ମନ୍ଦିର ଠାରୁ ଟିକେ ଭିନ୍ନ l ଏଠାରେ ସିଦ୍ଧେଶ୍ୱର ମନ୍ଦିର ଉପର ଚୁଡା ରେ ତ୍ରିଶୂଳ ସ୍ଥାନରେ ଏକ କଳା ମୁଗୁନି ପ୍ରସ୍ତରର ଶିବ ଲିଙ୍ଗ ଶୋଭାପାଉଛି l ଶ୍ରୀ ନୀଳମାଧଵ ଙ୍କ ମନ୍ଦିର ଚୁଡାରେ ଅଷ୍ଟଧାତୁ ଚକ୍ର ସ୍ଥାନରେ କଳା ମୁଗୁନି ପ୍ରସ୍ତରରେ  ଏକ ଚକ୍ର ଶୋଭା ପାଇଥାଏ l ମନ୍ଦିର ଦ୍ୱୟ ର ଉଚ୍ଚତା ପ୍ରାୟ 40 ଫୁଟ l ଏହି ଐତିହାସିକ ପୀଠସ୍ଥଳୀ ଗନ୍ଧରାଢ଼ୀ ମନ୍ଦିର, ଚଣ୍ଡିତଳ ର ଗୁପ୍ତେଶ୍ୱର ମନ୍ଦିର, ଚଣ୍ଡିଗଡ ର ସ୍ଵପ୍ନେଶ୍ଵର ମନ୍ଦିର, ଦାମୋଦରପୁର, ଗମ୍ଭାରିପଦର, ପଦ୍ମନପୁର, ଗୋଛାପଡା, କମ୍ପରା, ଖଲିଆପାଲି ଓ କୃଷ୍ଣପାଲି ରେ ଥିବା ଶୈବ ପୀଠ ଗୁଡିକରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଭକ୍ତଙ୍କ ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଚାରିଶମ୍ଭୁ ମନ୍ଦିର ତଥା ଐତିହାସିକ ପୀଠସ୍ଥଳୀ ଗନ୍ଧରାଢ଼ୀ ମନ୍ଦିରରେ ଜହ୍ନlପଙ୍କ ଫାଣ୍ଡି ଓ ବୌଦ୍ଧ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ମହାଦୀପ ଉଠିବା ପର୍ଯ୍ୟନ୍ତ ବ୍ରତଧାରୀ ମାନେ ନିଷ୍ଠାର ସହ ଉଜାଗର ରହି ଶିବଙ୍କ ଆରାଧନା କରିଥିବା ଦେଖା ଯାଇଥିଲା l ଏହା ବ୍ୟତୀତ ସହରର ଚନ୍ଦ୍ରଚୁଡ ମନ୍ଦିର, ମାତଙ୍ଗେଶ୍ୱର ମନ୍ଦିର, କରଡ଼ିର ଚାମ୍ପେଶ୍ୱର ମନ୍ଦିର, ମହାନଦୀ କୂଳରେ ଥିବା ରାମଗଡ଼ ର ବାବା ଚନ୍ଦ୍ରଶେଖର, ବୁରୁବୁଡ଼ା ର ବାବା ଗୁପ୍ତେଶ୍ୱର, ସରସରା ର ବାବା ବୈଦ୍ୟନାଥ ଏବଂ ସିଦ୍ଧପୁର (ବାଘପାଲି)ର ବାବା ସିଦ୍ଧେଶ୍ୱର ପୀଠରେ ମଧ୍ୟ ଜାଗର ଯାତ୍ରା ପାଳିତ ହୋଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like