-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
16-Feb-2023
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମିଳୁଥିବା ୫କେଜି ଲାଖାଏ ଚାଉଳ ବନ୍ଦ କରିବା ନେଈ ରାଜ୍ୟ ବିଜୁଜନତା ଦଳ ପ୍ରତିବାଦ ଆରମ୍ଭ କରିଥିବା ବେଳେ ଗୁରୁବାର ଦିନ କବିସୂଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ନେତୃତ୍ୱରେ ଆଜି ବେଗୁନିଆପଡା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ପରେ ପରେ ସେଇଠାରୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଶତାଧିକ ବିଜେଡି ପ୍ରେମୀ ବାହାରି ବିଡ଼ିଓଙ୍କୁ ଦାବିପତ୍ର ଦେଇ ଥିଲେ ସେଇଭଳି କୋଦଳା ସ୍ଥିତ ମେଡିକାଲ ଛକ ନିକଟରୁ ବିଧାୟିକାଙ୍କ ସମେତ ସମସ୍ତ କାଉଁସିଲର ଶତାଧିକ ମହିଳା ଓ ବହୁ ବିଜେଡି କର୍ମୀ ଏକ ବିରାଟ ରାଲି ବାହାରି କୋଦଳା ଏନଏସି ରେ ପହଂଚି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ
ଏହି କାର୍ଯ୍ୟକ୍ରମରେ ବିଜୁଜନତା ଦଳର ସମସ୍ତ ସରପଞ୍ଚ ସମିତି ସଭ୍ୟ ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ