-+91-9937148622 |

prerana_bgr@rediffmail.com |

  Wednesday 22nd July 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||      ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   (22-Jul-2026)       ||      ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   (22-Jul-2026)       ||      ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   (22-Jul-2026)       ||      ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ   (22-Jul-2026)       ||      ମ . ରାମପୁର ବ୍ଲକ ନୁନପୁର ଗ୍ରାମ ଚାଷ ଜମିରୁ ୧୧ କେ. ଭି ଲାଇନ ତାର ଚୋରି ପାଣି ଅଭାବରୁ ଚାଷୀ ହନ୍ତସନ୍ତ   (22-Jul-2026)       ||      ଦାବି ପୂରଣ ନହେଲେ ମା ଦୁଆରସନୀଙ୍କ ପୀଠରୁ ପଦଯାତ୍ରା ଚେତାବନୀ   (22-Jul-2026)       ||      *ନବରଙ୍ଗପୁର ଜିଲ୍ଲାରେ ହଜିବାକୁ ବସିଲାଣି ମଧୁର ଚୁନାମାଛ*   (22-Jul-2026)       ||      *ଜିଲ୍ଲା ପି ସି ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ - ଭ୍ରୁଣ ହତ୍ୟା ରୋକିବାକୁ ବ୍ୟାପକ ସଚେତନତା ଜରୁରୀ - ଏ ଡି ଏମ୍*   (22-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣ କାଳୀୟ ଦଳନ ବଳରାମ ବେଶ ଦର୍ଶନ ଓ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ବଲାଙ୍ଗିର କଳାକାର ଙ୍କ ସଙ୍ଗୀତ ରେ ବିଭୋର ଦର୍ଶକ*   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକ   (22-Jul-2026)       ||      ଶଶଧର ପଣ୍ଡାକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ   (22-Jul-2026)       ||      ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ   (21-Jul-2026)       ||      ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା   (21-Jul-2026)       ||      ବଡଟିକ। ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ            (21-Jul-2026)       ||     

HOME   ଜିଲ୍ଲା

ଓଡିଶା ସରକାରୀ ହାଇସ୍କୁଲ (ନୂତନ ପେନସନ) ଯୋଜନା ଶିକ୍ଷକ ସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

15-Feb-2023



ବଲାଙ୍ଗୀର- ଓଡିଶା ସରକାରୀ ହାଇସ୍କୁଲ (ନୂତନ ପେନସନ) ଯୋଜନା ଶିକ୍ଷକ ସଂଘର ଏକ ର‌୍ୟାଲି ସ୍ଥାନୀୟ ରାମ ଗୋପାଳ ହିନ୍ଦି ହାଇସ୍କୁଲରୁ ବାହାରି ଥିଲା । ଶିକ୍ଷକମାନେ ଶୋଭାଯାତ୍ରା ମାଧ୍ୟମରେ ବାହାରି ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କଲା ପରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ପ୍ରତିବାଦ ସଭାରେ ତାଙ୍କର ଦୁଇଟି ଦାବି ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା  ପ୍ରଥମିକ ନିଯୁକ୍ତି ଶିକ୍ଷକ ମାନଙ୍କ ନିୟମିତ କରଣ ପ୍ରକ୍ରିୟା ଅହେତୁକ ବିଳମ୍ବ ହେବା ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିବଦ୍ଧ ଶିକ୍ଷକମାନଙ୍କର ୬ ବର୍ଷର ଚୁକ୍ତି ସମୟକୁ ମୁଳ ଚାକିରିରେ ଗଣନା କରିବା ତଥା ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଦାବି ଉପରେ ପ୍ରତିବାଦ କରାଯାଇଥିଲା ।

ପ୍ରତିବାଦ ସଭାରେ ସଂଘର ରାଜ୍ୟ ଉପସଭାପତି ନରେଶ ଦ୍ୱାରି, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବରିଷ୍ଠ ଆଇନଜୀବୀ ତଥା କୋଶଲ ରାଜ୍ୟ ସମନ୍ୱୟ ସମିତି ର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, ବଲାଙ୍ଗିର ନାଗରିକ କମିଟି  ସମ୍ପାଦକ ମନୋରଂଜନ ସାହୁ, ବଲାଙ୍ଗିର ପ୍ରାଥମିକ ନୂତନ ପେନସନ ଯୋଜନାର ସଭାପତି ଶିତୋଷ କୁମାର ପାଣିଗ୍ରାହୀ, ସଂଘର ଉପଦେଷ୍ଟା ଡୋଳାମଣି ସାହୁ, ପ୍ରାଥମିକ ନିଯୁକ୍ତି ଶିକ୍ଷକ ସଂଘର ସଭାପତି ଶୁଧାଂଶୁ ଶେଖର ବାରିକ, ଶିକ୍ଷୟତ୍ରୀ ଅର୍ଚ୍ଚନା ହନୁମାନ ଉଦ୍‌ବୋଧନ ଦେଇଥିଲେ । ପ୍ରତିବାଦ ସଭା ପରେ ଉପଜିଲ୍ଲାପାଳ ସଭା ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ ଓ ଦାବିପତ୍ର ଗୁଡିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ବିଭାଗର ସଚିବ ଙ୍କ ନିକଟକୁ ପ୍ରେରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ପ୍ରତିବାଦ ସଭାଟି ସଂଘର ସଭାପତି ରାମ କୁମାର ଭୋଇ ଓ ସଂପାଦକ ବିର କିଶୋର ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା । ସରକାର ସଂଘର ଦାବି ଗୁଡିକୁ ଶିଘ୍ର ପୁରଣ ନ କଲେ ଆଗାମୀ ଦିନରେ ମେଟ୍ରିକ ଏସ୍‌ଏ-୨ ପରିକ୍ଷାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ଶେଷରେ ସଂଘର ଉପଦେଷ୍ଟା ଦ୍ୱିତୀ ରଂଜନ ମହାଲିଙ୍ଗ ଧନ୍ୟବାଦ ଦେଇଥିଲେ ।


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   22-Jul-2026
  ଜିଲ୍ଲା  
ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ   22-Jul-2026
  ଜିଲ୍ଲା  
ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   22-Jul-2026
  ଜିଲ୍ଲା  
ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର   22-Jul-2026
  ଜିଲ୍ଲା  
ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   22-Jul-2026
  ଜିଲ୍ଲା  
ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   22-Jul-2026
  ରାଜ୍ୟ  
ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   22-Jul-2026
  ରାଜ୍ୟ  
ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   22-Jul-2026
  ଜିଲ୍ଲା  
ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ   22-Jul-2026
  ଜିଲ୍ଲା  
ମ . ରାମପୁର ବ୍ଲକ ନୁନପୁର ଗ୍ରାମ ଚାଷ ଜମିରୁ ୧୧ କେ. ଭି ଲାଇନ ତାର ଚୋରି ପାଣି ଅଭାବରୁ ଚାଷୀ ହନ୍ତସନ୍ତ   22-Jul-2026
  ଜିଲ୍ଲା  
ଦାବି ପୂରଣ ନହେଲେ ମା ଦୁଆରସନୀଙ୍କ ପୀଠରୁ ପଦଯାତ୍ରା ଚେତାବନୀ   22-Jul-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ହଜିବାକୁ ବସିଲାଣି ମଧୁର ଚୁନାମାଛ*   22-Jul-2026

You Might Also Like