-+91-9937148622 |

prerana_bgr@rediffmail.com |

  Wednesday 22nd July 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||      ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||      ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   (22-Jul-2026)       ||      ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   (22-Jul-2026)       ||      ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   (22-Jul-2026)       ||      ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ   (22-Jul-2026)       ||      ମ . ରାମପୁର ବ୍ଲକ ନୁନପୁର ଗ୍ରାମ ଚାଷ ଜମିରୁ ୧୧ କେ. ଭି ଲାଇନ ତାର ଚୋରି ପାଣି ଅଭାବରୁ ଚାଷୀ ହନ୍ତସନ୍ତ   (22-Jul-2026)       ||      ଦାବି ପୂରଣ ନହେଲେ ମା ଦୁଆରସନୀଙ୍କ ପୀଠରୁ ପଦଯାତ୍ରା ଚେତାବନୀ   (22-Jul-2026)       ||      *ନବରଙ୍ଗପୁର ଜିଲ୍ଲାରେ ହଜିବାକୁ ବସିଲାଣି ମଧୁର ଚୁନାମାଛ*   (22-Jul-2026)       ||      *ଜିଲ୍ଲା ପି ସି ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ - ଭ୍ରୁଣ ହତ୍ୟା ରୋକିବାକୁ ବ୍ୟାପକ ସଚେତନତା ଜରୁରୀ - ଏ ଡି ଏମ୍*   (22-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣ କାଳୀୟ ଦଳନ ବଳରାମ ବେଶ ଦର୍ଶନ ଓ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ବଲାଙ୍ଗିର କଳାକାର ଙ୍କ ସଙ୍ଗୀତ ରେ ବିଭୋର ଦର୍ଶକ*   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକ   (22-Jul-2026)       ||      ଶଶଧର ପଣ୍ଡାକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ   (22-Jul-2026)       ||     

HOME   ଜିଲ୍ଲା

ଇମ୍ପରିୟଲ କଲେରେ ୟୁଥ ପାର୍ଲିଆମେଣ୍ଟ ଅନୁଷ୍ଠିତ

15-Feb-2023



ବରଗଡ଼ (ନିରଞ୍ଜନ ତ୍ରିପାଠୀ): ସ୍ଥାନୀୟ ବିଦ୍ୟାବିହାରସ୍ଥିତ ଇମ୍ପରିୟଲ କଲେଜଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୟୁଥ ପାର୍ଲିଆମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଯଜ୍ଞାସିନୀ ଜେନା ଓ ଅଧ୍ୟାପକ ଅଭିଷେକ ଦୁଆନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗର ୪୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ୟୁଥ ପାର୍ଲିଆମେଣ୍ଟର ବାଚସ୍ପତି ଦାୟିତ୍ୱ ଶିଖା ମେହେର ତୁଲାଇଥିବା ବେଳେ ସେକ୍ରେଟାରୀ ଜେନେରାଲ ଦାୟିତ୍ୱ ଅମ୍ଲାନ ମେହେର ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ପାର୍ଲିଆମେଣ୍ଟ ଭଳି ଜିରୋ ଆୱାର , ପ୍ରଶ୍ନ ସେସନ ଓ କଲ ଏଟେନସନ ମୋସନ ଆଗତ କରାଯାଇଥିଲା । ଲୋକସଭାର କାର୍ଯ୍ୟପ୍ରଣାଳୀକୁ ଅନୁସରଣ କରି ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବରେ ଅଧ୍ୟାପିକା ବସୁନ୍ଧରା ଦୀପ, ଶୁଭଶ୍ରୀ ଷଡଙ୍ଗୀ ଓ ଝରଣା ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଖୁବ ଶୀଘ୍ର କଲେଜରେ ଏକ ପୂର୍ଣ୍ଣ ଧରଣର ୟୁଥ ପାର୍ଲିଆମେଣ୍ଟ ହେବ ବୋଲି ଚେୟାରମେନ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ସୂଚନା ଦେଇଥିଲେ । 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା   22-Jul-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ   22-Jul-2026
  ଖେଳ  
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   22-Jul-2026
  ଦେଶ ବିଦେଶ  
ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   22-Jul-2026
  ଜିଲ୍ଲା  
ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ   22-Jul-2026
  ଜିଲ୍ଲା  
ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   22-Jul-2026
  ଜିଲ୍ଲା  
ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର   22-Jul-2026
  ଜିଲ୍ଲା  
ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   22-Jul-2026
  ଜିଲ୍ଲା  
ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   22-Jul-2026
  ରାଜ୍ୟ  
ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   22-Jul-2026
  ରାଜ୍ୟ  
ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   22-Jul-2026
  ଜିଲ୍ଲା  
ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ   22-Jul-2026

You Might Also Like