-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||      ଲାଞ୍ଚ ନେବା ପଡ଼ିଲା ମହଙ୍ଗା,ଉପକୋଷାଗାର ପୂର୍ବତନ କିରଣୀଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ।   (24-Jul-2026)       ||      ସ୍ତ୍ରୀ କୁ ହାଣି ହତ୍ୟା କଲା ସ୍ୱାମୀ - ଥାନା ରେ ଅଟକ ସ୍ୱାମୀ    (24-Jul-2026)       ||      ତଳସରା ବିଧାନସଭା କ୍ଷେତ୍ର ସ୍ତରୀୟ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ   (23-Jul-2026)       ||      ଦିଲ୍ଲୀ ଜନ୍ତର-ମନ୍ତର ପ୍ରତିବାଦ ଓ ବିଜେଡ଼ି-କଂଗ୍ରେସ ଦୋମୁହାଁ ନୀତି ବିରୋଧରେ ବିଜେପିର ବିଶାଳ ଗର୍ଜନ*   (23-Jul-2026)       ||      "ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି"   (23-Jul-2026)       ||      ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ    (23-Jul-2026)       ||      କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।   (23-Jul-2026)       ||      ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ   (23-Jul-2026)       ||     

HOME   ଜିଲ୍ଲା

ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ

14-Feb-2023



ସୁବର୍ଣ୍ଣପୁର - ( ମନୋରଞ୍ଜନ ତ୍ରିପାଠୀ)ସୋନପୁର  କଲେଜ ପଡିଆରେ ରେ ଆୟୋଜିତ ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏକଦିବସୀୟ ଏହି ଟୁର୍ଣାମେଣ୍ଟ ରେ ଓଡ଼ିଶାର ବିଭିନ୍ନ ଭେଟେରାନ୍  ଫୁଟବଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେଇ ଆଜି ବଲାଙ୍ଗୀର ଭେଟେରାନ୍ ଦଳ ବିଜୟୀ ଘୋଷିତ ହୋଇ ଟ୍ରଫିସହ ୧୦ହଜାର ଟଙ୍କାର ପୁରସ୍କାର ରାଶି ପାଇଥିବାବେଳେ  ରନର୍ସ ଅପ୍ ଭାବରେ ବ୍ରଜରାଜନଗର  ଦଳ ବିଜୟୀ ହୋଇ ଟ୍ରଫିସହ ୭ହଜାର ଟଙ୍କା ପୁରସ୍କାର ରାଶି  ଅତିଥି ମାନଙ୍କ ଦ୍ୱାରା ଗ୍ରହଣ କରିଥିଲେ।ଆଜି ପ୍ରାରମ୍ଭ ରେ ବଲାଙ୍ଗୀର ଓ ସମ୍ବଲପୁର ମଧ୍ୟରେ ହୋଇଥିବା ଖେଳରେ ବଲାଙ୍ଗୀର ବିଜୟୀ ହୋଇଥିବା ବେଳେ କଣ୍ଟାମାଲ ଓ ସୋନପୁର ଖେଳରେ କଣ୍ଟାମାଳ ବିଜୟୀ ହୋଇ ସେମିଫାଇନାଲ ପର୍ଯ୍ଯାୟକୁ ଉନ୍ନିତ ହୋଇଥିଲେ ସେହିପରି ଏମସିଏଲ୍ ବୁର୍ଲା ଓ ବ୍ରଜରାଜନଗର ଦଳ ମଧ୍ୟରୁ ବ୍ରଜରାଜନଗର ଓ ବଣେଇ ଓ ବୀରମହାରାଜପୁର ଦଳରୁ ବଣେଇ ସେମିଫାଇନାଲ ଖେଳିଥିଲେ। ପରେ ବଲାଙ୍ଗୀର ଓ ବ୍ରଜରାଜନଗର ଦଳ ଫାଇନାଲ  ଖେଳରେ ବଲାଙ୍ଗୀର ଦଳ ବିଜୟୀ ହୋଇ ପ୍ରଥମ ଲିପୁ ମେମୋରିଆଲ ଟୁର୍ଣାମେଣ୍ଟ ର ଟ୍ରଫିସହ ପୁରସ୍କାର ରାଶି  ହାସଲ କରିଥିଲେ ଆଜି ର ଉଦଯାପନି ସଭାରେ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ, ଶ୍ରୀରାମ ପୁର କଲେଜ ପରିଚାଳନା କମିଟି ସଭାପତି ତଥା  ଯୁବନେତା ରମେଶ ପୂଜାରୀ, ଜିଲ୍ଲା ଠିକାଦାର ସଂଘ ସଭାପତି ଜୟମାଧବ ମିଶ୍ର, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଯୁବ ବ୍ୟବସାୟୀ ଚିନ୍ତେଷ ମେହେର,  ବିବେକାନନ୍ଦ ମହାନ୍ତି, ବଳରାମ ପଣ୍ଡା ପ୍ରମୁଖ ଯୋଗଦେଇ ସମସ୍ତ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ। ସୁରେଶ୍ୱରୀ ଫୁଟଵଲ ଏସୋସିଏସନ୍ ଦ୍ୱ।ରା ଆୟୋଜିତ ଏଇ ଏକ ଦିବସୀୟ ଟୁର୍ଣାମେଣ୍ଟ ରେ ସଭାପତି ନିଶାନ୍ତ ମହାନ୍ତି ,ଶାସ୍ୱତ ମିଶ୍ର,ପ୍ରିୟବ୍ରତ ସାହୁ, ହରି ପଟ୍ଟନାୟକ,ସୁବ୍ରତ ସେଠୀ,ଜ୍ୟୋତିର୍ମୟ ମିଶ୍ର,ସଞ୍ଜୟ ସାହୁ, ସୁରଟି ଦୀପ୍ ,ଆଦିତ୍ୟ ମହାପାତ୍ର, ମନିଷ ଦାଶ, ସନ୍ତୋଷ ପ୍ରଧାନ,ପ୍ରମୁଖ ସହଯୋଗ କରିଥିବାବେଳେ  ଉଦଯାପନି ସଭାକୁ ଦିଲ୍ଲୀପ ପାତ୍ର ସଂଯୋଜନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   24-Jul-2026
  ଜିଲ୍ଲା  
*ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   24-Jul-2026
  ଜିଲ୍ଲା  
ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି   24-Jul-2026
  ଜିଲ୍ଲା  
ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   24-Jul-2026
  ଜିଲ୍ଲା  
ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   24-Jul-2026
  ଜିଲ୍ଲା  
ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   24-Jul-2026
  ଜିଲ୍ଲା  
ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   24-Jul-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   24-Jul-2026

You Might Also Like