-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ଉଦଘାଟନର ୨ବର୍ଷ ପରେବି କନ୍ଧକେଲଗାଁ ସ୍ୱାସ୍ଥ୍ୟଉପକେନ୍ଦ୍ର ପାଲଟିଛି ଭୁତକୋଠି ଖତ ଖାଉଛି ଏନଚଏମର ୩୦ଲକ୍ଷ ଟଙ୍କାର ବିଲ୍ଡିଂ

05-Dec-2020




ବଲାଙ୍ଗୀର/ସଇଁତଳା,-ସାରା ରାଜ୍ୟରେ ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ସେପଟେ ସରକାର ଜାତୀୟ ସ୍ୱାସ୍ଥ୍ୟମିଶନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚକରୁଛନ୍ତି । କିନ୍ତୁ ଲୋକଙ୍କୁ ଆବଶ୍ୟକ ତଥା ଉଚିତ ସମୟରେ ଚିକିତ୍ସା ସୁବିଧା ମିଳୁନାହିଁ । ଜାତୀୟ ସ୍ୱାସ୍ଥ୍ୟମିଶନର ଟଙ୍କା ଅପବ୍ୟବହାର କରାଯାଇ ବ୍ୟାପକ ବାଟମାରଣା କରାଯାଉଛି । ସ୍ୱାସ୍ଥ୍ୟସେବାର ଭିତ୍ତିଭୂମୀ ପାଇଁ ଲକ୍ଷାଧିକ ଟଙ୍କାର ବିଲ୍ଡିଂଗୁଡିକ ନିର୍ମାଣ ହେଉଛି କିନ୍ତୁ ତାହାର ସଠିକ ଉପେଯାଗ ହୋଇପାରୁନାହିଁ । ଏଭଳି ଏକ ଦୃଷ୍ଟାନ୍ତ ହେଉଛି ସଇଁତଳା ବ୍ଲକର କନ୍ଧକେଲଗାଁର ସ୍ୱାସ୍ଥ୍ୟକେନ୍ଦ୍ର । ସଇଁତଳାଠାରୁ ୧୨କିମି ଦୁରରେ ଥିବା ଏହି କନ୍ଧକେଲଗାଁ ପଞ୍ଚାୟତ କାର୍ଯ୍ୟାଳୟର ସଦରମହକୁମାରେ ଏକ ସ୍ୱାସ୍ଥ୍ୟଉପକେନ୍ଦ୍ର ନିମା କରିବାକୁ ୨୦୧୬ରେ ସରକାର ନିସ୍ପତ୍ତି ନେଇଥିଲେ । ସଇଁତଳା ସିଏଚସି ଅଧିନରେ ଏହାକୁ ପରିଚାଳିତ କରିବାକୁ ପ୍ରସ୍ତାବ କରାଯାଇଥିଲା । ସେହି କ୍ରମରେ ହସପିଟାଲ ବିଲ୍ଡିଂ,ଡଙ୍ର ଓ ଷ୍ଟାଫ କ୍ୱାର୍ଟର ନିର୍ମାଣ ପାଇଁ ଅନୁଦାନ ଆସିଲା । କନ୍ଧକେଲଗାଁ ପତ୍ରଫଡି ପାଖରେ ଜମିଚିହ୍ନଟ ହୋଇ ବିଲ୍ଡିଂ ନିର୍ମାଣ ହେଲା । ଏଠାରେ ଗୋଟିଏ ହସପିଟାଲ ଘର,ଡାକ୍ତରଙ୍କ କ୍ୱାର୍ଟର,ଏଏନଏମ କ୍ୱାଟଙର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ନିର୍ମାଣ ହେଲା । ବିଲଡିଂଟି ସୁନ୍ଦର ଆକାରରେ ମାର୍ବଲ ଖଚିତ ହୋଇ ନିର୍ମାଣ ହେଲା ଓ ଗତ ୨୦୧୮ ମସିହାରେ ଉଦଘାଟନ ମଧ୍ୟ ହେଲା । ଗତ ୨୩.୧.୨୦୧୮ରେ ତତକାଳିନ ଖାଦ୍ୟ ଯୋଗାଣ,ଖାଉଟିକଲ୍ୟାଣ ଓ ସମବାୟମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ତତକାଳିନ ସାଂସଦ କଳିକେଶନାରାୟଣ ସିଂଦେଓ,ଟିଟିଲାଗଡ ବିଧାୟୀକା ଟୁକୁନୀ ସାହୁ,ଜିଲ୍ଲାପରିଷଦ ସଦସ୍ୟା ସରୋଜିନି ସାହୁ,ସରପଞ୍ଚ ଭାରତୀ ପଣ୍ଡା ଓ ସଇଁତଳା ବିଡିଓ ଡା.ସୁଧା ବାର୍ଲାଙ୍କ ଉପସ୍ଥିତିରେ ଏହାର ଶୁଭଉଦଘାଟନ କରିଥିଲେ । କିନ୍ତୁ ପରବର୍ତ୍ତି ପର୍ଯ୍ୟାୟରେ ସରକାରୀ ନିସ୍ପତ୍ତି ବଦଳି ଗଲା । ରାଜନୀତିକରି କନ୍ଧକେଲଗାଁର ନିକଟବର୍ତ୍ତି ବୁଡାବାହାଲକୁ ଏହି ହସପିଟାଲ ଉଠାଇ ନିଆଗଲା । ସେଠାରେ ପୁଣି ନୂଆ ବିଲ୍ଡିଂ ତିଆରି କରି ହସପିଟାଲ ସ୍ଥାପନ କରାଗଲା । କୁଆଡେ ତତକାଳିନ ସାଂସଦ କଳିକେଶନାରାୟଣ ସିଂଦେଓ ବୁଡାବାହାଲ ଗାଁକୁ ଆଦର୍ଶଗ୍ରାମ ଭାବରେ ଘୋଷଣା କଲେ ଓ କନ୍ଧକେଲଗାଁର ହସପିଟାଲକୁ ସେଠିକି ଉଠାଇ ନେଲେ ବୋଲି ଅଭିଯୋଗ ହେଉଛି ।

ସେହିଦିନଠାରୁ କନ୍ଧକେଲଗାଁର ହସପିଟାଲ ବିଲ୍ଡିଂ ଭୁତକୋଠି ହୋଇ ପଡିରହିଛି । ଏବେ ଗତ କିଛିଦିନ ହେଲା ସେହି ବିଲ୍ଡିଂର ଝରକା,କବାଟ ସବୁ ଚୋରି ହୋଇଗଲାଣି । ସ୍ୱାସ୍ଥ୍ୟ ବିଭାଗ ଚାହିଁଥିଲେ ଏହି ବିଲ୍ଡିଂକୁ କୌଣସି ବ୍ୟବହାରରେ ଲଗାଇ ପାରନ୍ତେ । କିନ୍ତୁ ତାହା କରାଯାଇ ନାହିଁ । ବିଲ୍ଡିଂଟି ଗତ ଦୁଇବର୍ଷ ହେଲା  ଭୁତକୋଠି ହୋଇ ପଡିରହିଛି । ଫଳରେ କନ୍ଧକେଲଗାଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସ୍ୱାସ୍ଥ୍ୟବିଭାଗର ଏଭଳି ଅବ୍ୟବସ୍ଥାକୁ ନେଇ ବଲାଙ୍ଗୀର ସିଡିଏମଓ ଡ.ଭୀମ ସାହୁଙ୍କୁ ପଚାରିବାରୁ ସେ ବିଷୟରେ ସେ ଜାଣିନାହାଁନ୍ତି । ସେ ସେ ବିଷୟରେ ପଚାରିବେ ଓ କହିବେ ବୋଲି କହିଛନ୍ତି । ଜିଲ୍ଲାପାଳ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like