-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2020
ସ୍ମାର୍ଟ ସିଟିର ଖଣ୍ଡଗିରି ଛକରେ ବଢୁଛି ଲୁଟେରାଙ୍କ ଆତଙ୍କ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍ସ ମେଡ଼ିକାଲ ରୁ ଜଣେ ଯୁବକ ଫେରୁଥିବା ସମୟରେ ତାଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଟଙ୍କା, ମୋବାଇଲ, ଗାଡ଼ି ଚାବି ଛଡାଇ ନେଲେ ୪ ଲୁଟେରା।*