-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

  ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ,  ଗଣମାଧ୍ୟମ ହିଁ ଲୋକଙ୍କ ବିଶ୍ୱାସ ଭାଜନ- ଅତିଥି ବୃନ୍ଦ

05-Feb-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ ସ୍ଥାନୀୟ ନିୟନ୍ତ୍ରିତ ବଜାର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି ।  ସଂଘର ଆବହାକ ରତ୍ନାକର ସେଠଙ୍କ ଆବାହକତ୍ୱରେ ସଭାପତି ବିପ୍ରଚରଣ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଗଣମାଧ୍ୟମ ହିଁ ସମାଜ ସଂସ୍କାରର ପ୍ରମୁଖ ଜାଗ୍ରତ ପ୍ରହରୀ ବୋଲି କହିଥିଲେ । ସମ୍ମାନିତ ଅତିଥି ଚିତ୍ତରଞ୍ଜନ ମିଶ୍ର  ଗଣତନ୍ତ୍ରରେ ଗଣମାଧ୍ୟମର ଭୁମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଅନ୍ୟତମ ଅତିଥି ଜିଲ୍ଲା ଉପଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ଶବର ଗଣ ଏବଂ ଗଣମାଧ୍ୟମ  ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ  କୋଶଲ ରାଜ୍ୟର ଇତିହାସ ଉପରେ ବର୍ଣ୍ଣନା କରିବା ସହ କୋଶଲ ସାମ୍ବାଦିକ ଆଗାମୀ ଦିନରେ ଇତିହାସ ସୃଷ୍ଟି କରିପାରିବ । ଏହି ଅଂଚଳର ଇତିହାସକୁ ନେଇ ସେ  ବିଶ୍ୱଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । କୋଶଲ ମାଟିର ଇତିହାସ ପୁରୁଣା । ଆଗାମୀ ଦିନରେ କୋଶଲ ମାଟି ଏକ ହେଲେ ଏହି ଅଂଚଳର ବିକାଶ ହୋଇ ପାରିବ । ଏହି ଅଂଚଳର ରଙ୍ଗବତୀ ଗୀତ ସାରା ବିଶ୍ୱରେ ପରିଚିତ । ଏଥିରୁ ଆମର ସଂସ୍କୃତି , ଭାଷା,ଐତିହ୍ୟ କେତେ ମହାନ୍ ଅନୁମମାନ କରିହେବ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ  ଓଟିଭି ପଶ୍ଚିମ ଓଡିିଶା

ବ୍ୟୁରୋଚିଫ ମନୋରଞ୍ଜ ଯୋଶୀ ଯୋଗ ଦେଇ  ସେ ସମାଜରେ ସାମ୍ବାଦିକ ଏବଂ ନେତା ମଧ୍ୟରେ ଥିବା ପାର୍ଥକ୍ୟ ଏବଂ କାହାକୁ ସମାଜ ଅଧିକ ବିଶ୍ୱାସ ଭାଜନ କରିଥାଏ ସେ ଉପରେ ବକ୍ତବ୍ୟ ଦେବା ସହିତ ପଶ୍ଚିମ ଓଡିଶାର ବିଭିନ୍ନ  ପ୍ରାନ୍ତରୁ ଅନେକ ସାମ୍ବାଦିକ  ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କିନ୍ତୁ ଏଠିକାର ଚର୍ଚ୍ଚିତ ଲୋକ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ଯୋଗ ନ ଦେବା ଉପରେ ସେ ବର୍ଷିିଥିଲେ । ନିର୍ବାଚିତ ପ୍ରତିନିଧିଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଗଣମାଧ୍ୟ ସବୁବେଳେ ଗୁରୁତ୍ୱ ଦେଇ ପଦଯାତ୍ରା, ସଭା ସମତି, ଆଲୋଚନାରେ ତାଙ୍କର ଖବର ସୁଦୀର୍ଘ ୨୫ବର୍ଷ ହେଲା ଦେଇ ଆସୁଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ସେ ସହଜରେ ଗ୍ରହଣ କରିନଥିଲେ । ଏବଂ ସ୍ଥାନୀୟ ଜିଲ୍ଲାପ୍ରସାଶନ ମଧ୍ୟ କେହି ଯୋଗ ଦେଇ ନଥିବାରୁ ମଧ୍ୟ ସେମାନଙ୍କ ଉପରେ ମଧ୍ୟ ବର୍ଷିଥିଲେ ।  ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଏମାନଙ୍କ ଉପରେ ଏଭଳି ଖବର ଦିଆଯାଉ ଯାହାକି ଆଗାମୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଗରୁ ସମୟ ଦେବାକୁ ସେମାନ ପ୍ରସ୍ତୁତ ରହିବେ ବୋଲି କହିଥିଲେ । ସୋନପୁର ଜିଲ୍ଲାପାଳଙ୍କ ନୃତ୍ୟୁକୁ ବେଶ୍ ପ୍ରସାଂସା କରିଥିବା ବେଳେ  ଏଭଳି ନୃତ୍ୟୁ କରୁଥିବା କେତେଜଣଙ୍କୁ ଜିଲ୍ଲାପାଳ କଳାକାର ଭତ୍ତା ଦେଉଆସୁଛନ୍ତି  ତାହା ଦେଖିବା କଥା ବୋଲି ସେ କହିଥିଲେ । ସାମ୍ବାଦିକ ସଂଘ ରେଜିଷ୍ଟ୍ରେସନକୁ ଗୁରୁତ୍ୱ  ନ ଦେଇ ଲୋକେ ସାମ୍ବାଦିକୁ ଯେଉଁଦିନ ରେଜିଷ୍ଟ୍ରେସନ ଦେବେ ସେହି ଦିନ ସାମ୍ବାଦିକତା ସଫଳ ହେବ ବୋଲି ସେ ମର୍ମସ୍ୱର୍ଶୀ ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମଲେଇଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଦୀପ ପ୍ରଜ୍ୱଳନ ପରେ  ଉସଭାପତି ଅଶୋକ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ, ସହ ସଂପାଦକ ସୃଜନ ପଣ୍ଡା  ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଆବାହକ ରତ୍ନାକର ସେଠ ସଭାର ଲକ୍ଷ୍ୟ ଏବଂ ସଂପାଦକ ମୁକେଶ କୁମାର ଭୋଇ ବିବିରଣୀ ପାଠ କରିଥିଲେ । ଏହି ଅବସରରେ ସଂଘ ପକ୍ଷର ସ୍ମରଣିକା ‘ମାଟିର୍ ଡାକ’କୁ ଅତିଥିମାନେ  ଉନ୍ମୋଚନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତୀଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବାର ତରଭାର ବରିଷ୍ଠ ଓକିଲ  ସୁଜିତ କୁମାର ମିଶ୍ର, ଡୁଙ୍ଗୁରିପାଲିର ଗୋପାଳ ବାରିକ, ଶିକ୍ଷା କ୍ଷେତ୍ରରେ ଶିକ୍ଷକ ରାମଗୋପାଳ ଭୋଇ, ହେମସାଗର ବାଗ, କରମଚନ୍ଦ୍ର ବାରିକ, ଆନ୍ତର୍ଜାତୀୟ ତାଇକୋଣ୍ଡା ଖେଳାଳୀ ଏହେସାସ ହୋତା,  ଦଣ୍ଡ କଳାକାର ରସିକ ସାହୁ, ପ୍ରକୃତି ବନ୍ଧୁ ମୁରଳୀଧର ବିଶ୍ୱାଳ, ବାନ୍ଧଶିଳ୍ପୀ ଶାନ୍ତିଲତା ମେହେର, ସେବା କ୍ଷେତ୍ରରେ ସେବା ଫାଉଣ୍ଡେସନ, ମାରୱାଡି ଯୁବା ମଞ୍ଚ, କୋଶଲ ସେନା ଏବଂ ଲିଟିଲ ଏଞ୍ଜେଲ ସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଉଦ୍ଘୋଷ୍କକ କଳାକାର ମାନଭଞ୍ଜନ ମିଶ୍ର, ସାମଜସେବୀ ଶ୍ରୀକୁମାର ମହନ୍ତ, ହିମାଂଶୁ ପୁଟେଲ, ବ୍ରହ୍ମାନନ୍ଦ ପୁଜାରୀ,  ଫଟୋ ସାମ୍ବାଦିକ ଭାବେ ଜ୍ୟୋତିରାଦିତ୍ୟ ପଣ୍ଡା, ବିଗୁଲ ଟିଭି ଏଡିଟର ସନ୍ତୋଷ ମିଶ୍ର, ସୋନପୁର ସମାଜ ଜିଲ୍ଲା ପ୍ରତିନିଧି ସ୍ୱାଧିନ ମେହେର,  ଶେଷଦେବ ବାରିକ, ନୀଳକମଳ ମିଶ୍ର,   କୁଶ ବଘାର, ଉରୁକ୍ରୁମ ପାଣ୍ଡିଆ,  ସାଗର ଜେନା,  ବିନୟ ଦଣ୍ଡସେନା, ଅରକ୍ଷିତ ଚନ୍ଦ୍ର ମହାନନ୍ଦ, ପ୍ରଭୁ ଚରଣ ମହାନ୍ତି,  ବିଭୁକଲ୍ୟାଣ ଗଡତିଆ, ସୀତାକାନ୍ତ ସିଂହ ଓ ବିରାଜନନ୍ଦ ପାଢୀଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିଲେ । ସ୍ଥାନୀୟ ଟ୍ରକ୍ ମାଲିକ ସଂଘସଭାପତି ମୃତ୍ୟୁଞ୍ଜୟ ମିଶ୍ର, ବଣିକ ସଂଘ ସଭାପତି ପ୍ରଦୀପ ମିଶ୍ର, ଓକିଲ ସଂଘ, ଏସି କଲ୍ୟାଣ ସଂଘ, ଲାୟନ କ୍ଲବ , ଡ୍ରଗିଷ୍ଟ ସଂଘ, ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।  ଏହେସାସ ହୋତାଙ୍କ ଯାଦୁ ଏବଂ ଲିଟିଲ ଏଞ୍ଜେଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ସମସ୍ତଙ୍କ ମନ ମୋହିଥିଲା ।  ଏହି ଅବସରରେ ପଶ୍ଚିମ ଓଡିଶାର ଆରିସା ପିଠା ପତ୍ରଠୁଙ୍ଗାରେ ଅତିଥିମାନଙ୍କୁ ଅପ୍ୟାୟିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୋଶଲ ଉପରେ ପର୍ଯ୍ୟବେଶିତ ଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ବିରାଜନନ୍ଦ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like