-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ପାପକ୍ଷୟ ମହୋତ୍ସବ ୩ୟ ସନ୍ଧ୍ୟା,ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଡାକ୍ତର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଙ୍କ ଠାରେ ଦାବି କରିବି - ସୁର (ଭବାନୀପାଟଣାର ନୃତ୍ୟାଙ୍ଗନା ଓ ସମ୍ବଲପୁରର ଲହରୀରେ ଦର୍ଶକ ମତୁଆଲ)

04-Feb-2023



ବିନିକା(ହିମାଂଶୁ ଶେଖର ପୁଟେଲ)ଐତିହାସିକ ପୀଠ ବିନିକାର ମୁକ୍ତିତୀର୍ଥ ପାପକ୍ଷୟ ଘାଟ ନାମରେ ନାମିତ ଚତୁର୍ଥ ପାପକ୍ଷୟ ଲୋଜ ମହୋତ୍ସବର ଆଜି ୩ୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ପଦ୍ମିନୀ ଦୋରା,ଶତ୍ରୁଘ୍ନ ଲୁହା,ଅମିତ ଯୋଶୀଙ୍କ ସୁ ମଧୁର ସଙ୍ଗୀତ ପରିବେଷଣ ସାଂଗକୁ ସମ୍ବଲପୁରର ଲହରୀ ତରଫରୁ ଡାଲଖାଇ,ଚୁଟୁକୁଚୁଟା,ଭବାନୀପାଟଣାର ନୃତ୍ୟାଙ୍ଗନା ତରଫରୁ ଢାପ ଘୁଡକା ଲୋକନୃତ୍ୟ ଏବଂ ସ୍ଥାନୀୟ ଅଂଚଳର କଳାକାରଙ୍କ କଳା ପ୍ରଦର୍ଶନ ରାତିତମାମ ଦର୍ଶକଙ୍କୁ ମତୁଆଲ

କରିଥିଲା ।ସେହିପରି ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଦେବସ୍ମିତା ଙ୍କ ନିଖୁଣ ଅଭିନୟ ଦୃଶ୍ୟ ସହିତ ତାଙ୍କର ସଂଳାପ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ମହୋତ୍ସବ କମିଟୀ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ  ବରିଷ୍ଟ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୁରାରୋଗ୍ୟରେ ପୀଡ଼ିତ ରାଜା ଦ୍ଵିତୀୟ ଅନଙ୍ଗ ଭୀମଦେବ ଜଗତରନାଥ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ନଦୀ କୂଳେ କୂଳେ ଆସି ଯେଉଁ କୂଳରେ ରାତ୍ରିଯାପନ କରି ସେଠାରେ ସ୍ନାନ କରିବା ମାତ୍ରେ ଦେହରୁ ସବୁ ରୋଗ ଉଭେଇ ଯାଇଥିଲା ।ଆଚମ୍ବିତ ହୋଇପଡ଼ି  ରାଜା ତତକ୍ଷଣାତ୍ ସେହି ଘାଟ କୁ ପାପକ୍ଷୟ ଘାଟରେ ନାମକରଣ କଲେ ।ଯାହାକି ଏହି ପୁଣ୍ୟ ଘାଟରେ ସ୍ନାନ କଲେ ଓ ନିକଟରେ ଥିବା ବିଶାଳକାୟ ବଟବୃକ୍ଷ ଅର୍ଗଲି ସୁଡ଼ଙ୍ଗରେ ଗଲିଲେ ପାପ ଦୂର ହେଉଥିବା ବିଶ୍ଵାସରେ ଏହି ପୀଠ ପ୍ରତ୍ୟେକ ଦିନ ଲୋକାରଣ୍ୟ ।ପାପ ରୁ ମୁକ୍ତି ମିଳୁଥିବା ଏହି ପୁଣ୍ୟ ପୀଠ ପାପକ୍ଷୟ ନାମରେ ନାମିତ ପାପକ୍ଷୟ ଲୋକ ମହୋତ୍ସବ ଯୁଗ ଯୁଗ ଧରି ଚିରସ୍ଥାୟୀ ରହୁ ।ଏହି ଐତିହାସିକ ପୀଠ ର ମହତ୍ତ୍ଵକୁ ସର୍ବାଦୃତ କରିବା ନେଇ ଏବଂ ଏ ପବିତ୍ର ମାଟିର ଐତିହ୍ୟ,ସଂସ୍କୃତି,କଳା କୁ ବଞ୍ଚାଇବା ନେଇ ଉଦ୍ୟମ ରତ ଉତ୍ସାହୀ ଯୁବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ନେହ,ଶ୍ରଦ୍ଧା ଓ ଭାଇଚାରା ସୃଷ୍ଟି କରୁ ବୋଲି କହିଥିଲେ ।ସେ ଆହୁରି କହିଥିଲେ ଯେ ପୁଣ୍ୟପୀଠ ପାପକ୍ଷୟ,କପିଳେଶ୍ୱର ପୀଠର ଉତ୍ତୋରତର ଉନ୍ନତି ପାଇଁ ଏବଂ ବିନିକା ଡାକ୍ତରଖାନାରେ ରହିଥିବା ଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ,୫ଟି ସଚିବଙ୍କୁ ଦାବି କରିବି ଦରକାର ପଡିଲେ ଏହି ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ବିଧାନସଭାରେ ପ୍ରସ୍ତାବ ରଖିବି ବୋଲି ଦୃଢ ପ୍ରତିଶ୍ରୁତି ଅଞ୍ଚଳ ବାସୀଙ୍କୁ ଦେଇଥିଲେ ।ସୁରଙ୍କ ମଜା ମଜା କଥାରେ ଉପସ୍ଥିତ ଦେଖଣାହାରୀ ଦର୍ଶକ ମହଲରେ ନାହିଁ ନଥିବା ଖୁସିର ଲହରୀ ଦେଖିବାକୁ ମିଳିଥିଲା  ।ସେହିପରି ସ୍ଵତନ୍ତ୍ର ଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବି। ଏଥିପାଇଁ ସମସ୍ତଙ୍କ ଏକତା ଓ ସହଯୋଗ ଦରକାର ବୋଲି କହିଥିଲେ । ଏହି ଅବସରରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତଙ୍କର ପ୍ରେରଣା ସାଜିଥିବା ସିଲାଟି ଗ୍ରାମର ଶାନ୍ତନୁ ସାହୁଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ

କରାଯାଇଥିଲା ।ଏହା ବ୍ୟତୀତ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିବା  କଳାକାର,ଲୋକନୃତ୍ୟ ଓ କଣ୍ଠଶିଳ୍ପୀଙ୍କୁ ମଧ୍ୟ ଆୟୋଜକ କମିଟି ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଧର୍ମେନ୍ଦ୍ର ଥନାପତି ପାପକ୍ଷୟ ସମ୍ମାନ ପତ୍ର ପଠନ ଏବଂ ଶେଷରେ ସମ୍ପାଦକ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଉଦଘୋଷିକା ଅଙ୍କିତା ସାହାଣୀ ଓ ଅଞ୍ଜନ ପ୍ରଧାନ ପରିଚାଳନାରେ ମଞ୍ଚରେ ନୃତ୍ୟ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like