-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Feb-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
PSO ଫେରାଇଲେ ଜୟ ନାରାୟଣ ମିଶ୍ର, ଓଡ଼ିଶା ପୋଲିସ୍ ଉପରେ ଭରସା ନଥିବାରୁ ଏମିତି ପଦକ୍ଷେପ
ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇଲେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ଓଡ଼ିଶା ପୋଲିସ ଉପରେ ଭରସା ନାହିଁ କହି ଫେରାଇଲେ।
ନବ ଦାସଙ୍କୁ ହତ୍ୟା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଜୟ ନାରାୟଣ। ସେଥିପାଇଁ ତାଙ୍କୁ ସରକାର ଦେଇଥିବା ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଲେ। ଜୟନାରାୟଣଙ୍କ ସରକାରଙ୍କ ପାଖରେ ଥିବା ସବୁ ପୋଲିସ ଅଧିକାରୀ ଏବେ ଅପରାଧିକ କାର୍ଯ୍ୟକଳାପରେ ରହୁଛନ୍ତୁ । ତେଣୁ ଓଡ଼ିଶା ପୋଲିସ ଉପରେ ମୋର ଆଉ ଆସ୍ଥା କି ଭରସା ନଥିବାରୁ ଏମିତିକା ପଦକ୍ଷେପ ନେଇଛନ୍ତି ।