-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ନରୋତ୍ତମ ସେଲମା ଙ୍କ ରିଷିଡା ସ୍ଥିତ ତାଙ୍କ ବାସଭବନରେ ୨୫ ତମ ବିବାହ ବାର୍ଷିକ ଉତ୍ସବ ଧୁମଧାମରେ ପାଳନ ହୋଇଯାଇଛି।ଏହି ଅବସରରେ ନରୋତ୍ତମ ସେଲମା ଓ ତାଙ୍କ ଧର୍ମ ପତ୍ନୀ ମିନା ଗହୀର ଙ୍କୁ ତାଙ୍କ ପରିବାର, ବନ୍ଧୁ ,ସ୍ୱଜନ ମାନେ ଶୁଭେଚ୍ଛା ସହ ଶୁଭକାମନା ଜଣେଇଥିଲେ। ଏଥିରେ ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ସତ୍ୟ ନାରାୟଣ କୁମାର ଙ୍କ ସମେତ ସମିତି ସଭ୍ୟ ନିମାଇଁ ଚରଣ ବେହେରା,ସୋନୁ ରଣା, ସୌମ୍ୟ ରଞ୍ଜନ ତ୍ରିପାଠୀ, ସତ୍ୟ ବ୍ରତ ବଗର୍ତ୍ତି, ସଲିମ ଶେଖର ରଣା,ପୂର୍ବତନ ସମିତି ସଭ୍ୟସୀମାଞ୍ଚଳ ଭୋଇ, ମୁକେଶ ନାଏକ, ଭଜ ଶ୍ୟାମ ରଣା, ପୀତବାସ ସାହୁ,ତୋଫାନ ବାଗ,ନୀଳମଣି ବାଗ,ଧ୍ରୁବ ଚରଣ ବାଗ,ଗଜାନନ ଗହୀର ,ମାୟା ଭୋଇ,ଲିଲୁ ନାଏକ ,ଆଶୁତୋଷ ଦାଶପ୍ରମୁଖ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ।