-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ୬ଷ୍ଠ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ମା ସମଲଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ମା ଙ୍କ ଠାରେ ହୋମ ପୂଜା ଅର୍ଚ୍ଚନା ଏବଂ ଭକ୍ତ ଜନସାଧାରଣଙ୍କୁ ମିଶ୍ଠାନ୍ନ ପ୍ରସାଦ ବଣ୍ଟନ ପୂର୍ବକ ୟୁଥ୍ ଏକ୍ସନ କମିଟି ର ସଭାପତି ବିନୋଦ କାଲସାଏ ଓ ଆବାହକ ରିଲୁ ରଥ ଙ୍କର ଉପସ୍ଥିତିରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ରେ ବଲାଙ୍ଗିର ଏକ୍ସନ କମିଟିର ସମ୍ପାଦକ
ଧିରେନ୍ଦ୍ର ନାରାୟଣ ସିଂହଦେଓ, ବରିଷ୍ଠ ସଭ୍ୟ ଗିରିଶ ସିଂହଦେଓ, ମୁନା ପଟ୍ଟନାୟକ, ଭୂମିସୂତା ନାଏକ, ନୀହାରିକା ମିଶ୍ର, ସୌଦାମିନୀ ପାଣିଗ୍ରାହୀ ଏବଂ ୟୁଥ୍ ଏକ୍ସନ କମିଟିର ରବି ଖମାରୀ, ପ୍ରଶାନ୍ତ ନାୟକ, ସରୋଜ ସାହୁ, ପିଙ୍କୁ ବନ୍ ଛୋର, ପ୍ରତାପ ତ୍ରିପାଠୀ, ସୁମେସ ଡ଼ାଙ୍ଗ, ବଣ୍ଟି ବଗର୍ତ୍ତି, ପ୍ରଶାନ୍ତ ମହାକୁଡ, ହରି ଓମ୍ ପଟେଲ, ବିବେକ କୁମାର, ଇଲିୟାସ ଖାଁ, ସଞ୍ଜୟ ସାହୁ, ପ୍ରଦୀପ ସାହୁ, ସବିତା ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ