-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ସୁବର୍ଣ୍ଣପୁର : ଆଜି ରବିବାର ୪.ଟା ବେଳେ ସୁବର୍ଣ୍ଣ ଲୋକ ମହୋତ୍ସବ ପଡିଆ ରାମେଶ୍ୱର ଷ୍ଟାଡିଅମ ଠାରେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଓ ଉପ ଜ଼ିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ୱଚ୍ଛ ଭାରତ ସଂଗଠନ ଓ ଜ଼ିଲ୍ଲା ପୋଲିସ ବିଭାଗ ପକ୍ଷରୁ ଏକ ସ୍ୱଛତା ଓ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି lଏସପି ଶ୍ରୀ ପଣ୍ଡା ନିଜେ ସ୍ବେଛାସେବୀ ଓ ପୋଲିସ ଅଧିକାରୀ ଙ୍କ ସହ ଅଳିଆ ଆବର୍ଜନ ଜରି ଗୋଟାଇ ପଲ୍ଲିଶ୍ରୀ ଓ ଉନ୍ନୟନ ମେଳାର ଷ୍ଟଲ ମାନଙ୍କୁ, ସାଧାରଣ ଜନତା ଙ୍କୁ ସଚେତନ କରାଇ ସ୍ୱଚ୍ଛ ସହର ସ୍ୱଚ୍ଛ ସୁବର୍ଣ୍ଣପୁର ଗଢିବାକୁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ l