-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2023
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସାମ୍ବାଦିକ ଭବନ ଠାରେ ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଦ୍ଵିତୀୟ ଦିବସ ରେ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ସତ୍ୟବାନ ପୁରୋହିତ, କିଶୋର ହୋତା, ନୀଳକମଲ ମିଶ୍ର, ପୂର୍ବତନ ସରପଞ୍ଚ ପିତାମ୍ବର ଭୋଇ ପ୍ରମୁଖ ଅଥିତି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ଉକ୍ତ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ କିଶୋର ମୋହନ ଡାଙ୍ଗ, ଓ ଗୋପୀନାଥ କର୍ଣ୍ଣ ମ୍ୟାଚ ପରିଚାଳନା କରିଥିଲେ lଉକ୍ତ ପ୍ରତିଯୋଗିତା ରେ ୨୭ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ l ଦ୍ଵିତୀୟ ଦିବସ ରେ ୧୪ ଗୋଟି ଦଳ ପ୍ରିକ୍ୱାଟର ଫାଇନାଲ କୁ ଉତୀର୍ଣ୍ଣ ହୋଇଥିଲେ l ଟୁର୍ନାମେଣ୍ଟ କୁ ରାଧାକାନ୍ତ ବାଘ, ଛବିଳ କର୍ଣ୍ଣ, ଗୋପୀନାଥ କର୍ଣ୍ଣ, ଜଗା ମେହେର, ରଜା, ସୋନୁ ବୃଷକେତୁ ମେହେର, ମନୁ, ଗିରିଧାରୀ ହୋତା ପ୍ରମୁଖ ଆୟୋଜନ କରିଥିଲେ l