-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2023
ବଲାଙ୍ଗୀର ସହର ଚଟିଆ ପାଲି ପଡ଼ା ଠାରେ ତାଲା ଭାଙ୍ଗି ଘର ଚୋରି ହୋଇଥିବାର ଅଭିଯୋଗ ଆସିଛି। ସୁଚନା ମୁତାବକ ସଇଁତଳା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ମନୋଜ କୁମାର ହୋତାଙ୍କ ବଲାଙ୍ଗିର ସ୍ଥିତ ଚଟିଆ ପାଲି ଘରରେ କଳା କନା ବୁଲାଇ ଛନ୍ତି ଚୋର। ଉକ୍ତ ଘରରେ କାର୍ଯ୍ୟରତ ଥିବା ଜଣେ ଜଗୁଆଳିଙ୍କୁ ଚୋର ମାନେ ମାଡ଼ ମାରି ଘର ଭିତରେ ପଶି ବିଭିନ୍ନ ଆସବାପତ୍ର ସହିତ ମୂଲ୍ୟବାନ ସାମଗ୍ରୀ ଚୋରୀ କରିଛନ୍ତି । ଏନେଇ ଖବର ପାଇଲା ପରେ ଘରର ମାଲିକ ମୋନଜ ହୋତା ଆସି ଦେଖିଲେ । ସବୁ ସାମଗ୍ରୀ ପଡିଛି । ତାପର ଥିନା ର ଦ୍ୱାରସ୍ଥ ହୋଇଥିଲେ ମୋନଜ l