-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
03-Dec-2020
ବରଗଡ଼, (ମୁକୁନ୍ଦ ଦାସ) : ଆଜି ଏକ ଦୁଃଖଦ ଘଟଣା କ୍ରମରେ ତିନି ଜଣଙ୍କ ଜୀବନ ଯାଇଛି l ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୩ ମୃତ ଓ ୪ ଆହତ ହୋଇଛନ୍ତି l କଟାପାଲିରୁ ବରଯାତ୍ରୀ ନେଇ ଛତିଶଗଡ଼ ଯିବା ବାଟରେ ଦୁର୍ଘଟଣା ଘଟିଛି l ଛତିଶଗଡ଼ ପୁସୋର ଥାନା କୋଣାତରାଇ ଠାରେ ଘଟିଛି ଦୁର୍ଘଟଣା l ଏକ ଟ୍ରକ୍ ସହ ବରଯାତ୍ରୀ ନେଇ ଯାଉଥିବା ବୋଲେରର ଧକ୍କା ହୋଇଥିଲା l ସମସ୍ତ ମୃତାହତ ବରଗଡ଼ କଟାପାଲି ଅଞ୍ଚଳର ବୋଲି ଜଣାପଡ଼ିଛି l