-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ  ଯୁଗ୍ମ ଜନଶୁଣାଣି 

12-Dec-2022



କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ  ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଛି । । ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୪୪  ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୩   ଗୋଟି ବ୍ୟକ୍ତିଗତ ମାମଲା ଓ ୧୧ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।  ସେଥିମଧ୍ୟରୁ ୧୦ ଜଣଙ୍କୁ  ଜିଲ୍ଲା ରେଡକ୍ରସ ପାଣ୍ଠିରୁ  ୩୪ ହଜାର ଟଙ୍କା ଓ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ହଜାର ଟଙ୍କା  ସହାୟତା ଯୋଗାଇ ଦିଆଯାଇଥିଲା ।  ଏହି ଶିବିରରେ ୨୨ ଗୋଟି ଅଭିଯୋଗର ତôତକାଳ ସାମଧାନ କରାଯାଇଥିଲା । ଏହି  ଯୁଗ୍ମ  ଜନ ଶୁଣାଣୀ କାର‌୍ୟ୍ୟକ୍ରମ ରେ ବିଳାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡା ର କଲ୍ୟାଣ ବେହେରା, ଖଟଖଟିଆ ଗ୍ରାମ ପଂଚାୟତ ଶଙ୍କରପୁର ଗ୍ରାମ ର ଗୌର ଖେତୀ ଏବଂ ଖୁଣ୍ଟିଗୁରା ଗ୍ରାମ ପଂଚାୟତ ଅନ୍ତର୍ଗତ ମସିଣାଗୁରା ଗ୍ରାମ ର ଦୁର୍ଜନ ଭେସ୍ରା ଙ୍କୁ ତିନି ଚକିଆ ସାଇକେଲ   ଜ଼ିଲ୍ଲାପାଳ ପ୍ରଦାନ କରିଥିଲେ କ୍ଷ  ଏଥି ସହିତ  ଦାମୋଦର ବିଭାର, ଘଣ୍ଟାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସୁର୍କକ୍ଷ ଭଟା  ଙ୍କୁ ତିନି ଚକିଆ ସାଇକେଲ ସହ ଆଶା ବାଡ଼ି ପ୍ରଦାନ କରାଯାଇଥିଲା କ୍ଷ ଜନଶୁଣାଣୀ କାର‌୍ୟ୍ୟକ୍ରମ ପରେ ଜ଼ିଲ୍ଲାପାଳ ଓଡିଶା ଆଦର୍ଶ ବିଦ୍ୟାଳୟ, ଅଇଁଲାଚୁଆଁ ରେ ପହଂଚି ଥିଲେ କ୍ଷ ବିଦ୍ୟାଳୟ ପରିସରରେ ନିର୍ମାଣକ୍ଷ ଧୀନ ଶ୍ରେଣୀ ଗୃହ ନିମ୍ନ ମାନ ର ଇଟା ରେ ନିର୍ମିତ ହେଉଥିବା ବେଳେ ସେଠାରେ ଆଦୌ ପାଣି ଦିଆ ଯାଉନଥିବା  ଦେଖିବାକୁ ମିଳିଥିଲା କ୍ଷ କ୍ୱାଲିଟି ଖରାପ ଥିବାରୁ କାମ ବନ୍ଦ କରିବାକୁ କଣ୍ଟ୍ରାକ୍ଟର ଙ୍କୁ ନିର୍ଦେଶ ଦେଇଥିଲେ କ୍ଷ ଜ଼ିଲ୍ଲାପାଳ  ସମସ୍ତ ଶ୍ରେଣୀ ଗୃହ କୁ ଯାଇ ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ବୁଝିବା ସହ  ଭଲ ପାଠ ପଢି, ଭଲ ମାର୍କ ରଖି ବଡ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ କ୍ଷ ସୁଷମ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ, ଭଲ ପାଠ, ଭଲ ପୋଷାକ, ଜୀବନ ଚର‌୍ୟ୍ୟା ଠିକ ରଖିବା, କ୍ରୀଡା  ସହ  ନିଜ ନିଜ କ୍ୟାରିଅର ଗଢିବା ପାଇଁ ପରାମର୍ଶ ଦେଇଥିଲେ କ୍ଷ ଏଥିସହିତ  ପରିସ୍ରା ଗାର, ଶୌଚାଳୟ ସଫା ସୁତରା ରଖିବା, କବାଟ ଏବଂ ଝରକା  ଠିକ ରଖିବା ସହିତ  ଖିଡ଼ିକି ଲାଗୁ ନ ଥିବାରୁ ସେଗୁଡିକ ଠିକ ଠାକ କରିବା, ପିଲାଙ୍କୁ ଦୈନନ୍ଦିନ ତାଲିକକ୍ଷ କରି ସେ ହିସାବରେ ସୁଷମ ଖାଦ୍ୟ ତଥା ପୃଷ୍ଟିକର ଖାଦ୍ୟ ଦେବାପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ କ୍ଷ ପରେ  ବିଦ୍ୟାଳୟ ଶିକ୍ଷକମାନଙ୍କ ଗ୍ରୀଭାନ୍ସ ଶୁଣିଥିଲେ କ୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ ର ୪ ଗୋଟି ସ୍ମାର୍ଟ ବୋର୍ଡ ମଧରୁ  ୨ ଟି ଚାଲୁଥିବା ବେଳେ ଭୋଲଟେଜ କମ କାରଣରୁ  ଆଉ ୨ଟି ଚାଲୁ ନ ଥିବା  ସ୍କୁଲ କର୍ତ୍ତୃପକ୍ଷ  ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କ୍ଷବିଦ୍ୟାଳୟ ର ସୁପରିଚାଲନା ପାଇଁ ସମସ୍ତେ ମିଳିମିଶି ଏକଜୁଟ ଭାବେ କାମ କରିବା ପାଇଁ ସମସ୍ତ ଶିକ୍ଷକ ଙ୍କୁ ନିର୍ଦେଶ ଦେଇଥିଲେ କ୍ଷ ପରେ ପରେ ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ  ଡାକ୍ତରଖାନା ପରିସରକୁ ସଫାସୁତରା ରଖିବା ସହ ଅବ୍ୟବହୃତ  ସାମଗ୍ରୀ  ଉଠାଇ  ପରିଷ୍କାର ରଖିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ କ୍ଷ ଏଥିସହିତ ଜ଼ିଲ୍ଲାପାଳ ହସ୍ପିଟାଲ ପରିସର ବୁଲି ଦେଖିଥିଲେ କ୍ଷ ଏହି ପରିଦର୍ଶନ ସମୟ ରେ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ  ଅଶ୍ୱିନୀ କୁମାର ମେହେର, ନୂତନ ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ    କହଁର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଉପସ୍ଥିତ ଥିଲେ କ୍ଷ ଏହି ଶୁଣାଣି କାର୍ଯ୍ୟକ୍ରମରେ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ,ତହସିଲଦାର କର୍ଣ୍ଣ ମଲ୍ଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାଶ,ବ୍ଲକ ସଂପ୍ରସାରଣ ଅଧିକାରୀ ଜେ. ବେହେରା,ବ୍ୟକ୍ତିଗତ ସହାୟକ ନିରୋଜ ପାତ୍ର,ଡାଟା ଏଣ୍ଟ୍ରି ଅପରେଟର ଅରୁଣ ବେହେରା ଓ ରାଜକିଶୋର କର୍ଣ୍ଣ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like