-+91-9937148622 |

prerana_bgr@rediffmail.com |

  Sunday 8th March 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ,   (08-Mar-2026)       ||      ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ରମଣ୍ଡପ ରେ ମଞ୍ଚସ୍ଥ   (08-Mar-2026)       ||      ୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||     

HOME   ଜିଲ୍ଲା

ବଡ ହସପିଟାଲର ଛାତ ଭାଙ୍ଗିଲା....ଅଳ୍ପକେ ବର୍ତ୍ତିଲେ ରୋଗୀ..." ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନାଲି ଆଖି

12-Dec-2022



ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଅଘଟଣ । ହଠାତ ଖସିପଡିଲା ଛାତର ସିମେଣ୍ଟ ଅତଡା ସହିତ ସିଲିଂ । ଅଳ୍ପକେ ବର୍ତ୍ତିଲେ ରୋଗୀ । ହସପିଟାଲର ସର୍ଜରୀ ବିଭାଗର ମହିଳା ୱାର୍ଡର ୧୦୫ ନମ୍ୱର ବେଡ ନିକଟରେ ହଠାତ ଛାତର ସିମେଣ୍ଟ ଅତଡା ଖସି ଯାଇଥିଲା । ଫଳରେ ସିଲିଂ ମଧ୍ୟ ତଲେ ପଡିଯାଇଥିଲା ।  ସୌଭାଗ୍ୟକୁ ତିନୋଟି ରୋଗୀଙ୍କ ବେଡର

ମଧ୍ୟ ଭାଗରେ ଖସିପଡିଥିଲା ସିମେଣ୍ଟ ଅତଡା । ଯାହା ଫଳରେ ଅଳ୍ପକେ ବର୍ତ୍ତିଯାଇଛି ରୋଗୀଙ୍କ ଜୀବନ । ଜଣେ ରୋଗୀଙ୍କ ଛୋଟ ଝିଅ ମଧ୍ୟ ବେଡରେ ଥିଲା । ଆଉ ଟିକିଏ ହୋଇଥିଲେ ସିମେଣ୍ଟ ଅତଡା ଝିଅର ମୁଣ୍ଡ ଉପରେ ପଡିଯାଇଥାଆନ୍ତା । ସିମେଣ୍ଟ ଅତଡା ଖସି ପଡିବା ପରେ ସର୍ଜରୀ ୱାର୍ଡର ରୋଗୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସଂଗେ ସଂଗେ ହସପିଟାଲ କତୃପକ୍ଷ ସିମେଣ୍ଟ ଅତଡା ପଡିଥିବା କଠୋରୀରେ ତାଲା ପକାଇ ଦେଇଥିଲେ । ଏହା ସହିତ ସେହି ୱାର୍ଡରେ ଥିବା ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଦୀର୍ଘ ଦିନର ପୁରୁଣା କୋଠାକୁ, ମେଡିକାଲ କଲେଜ ହସପିଟାଲ ଭାବରେ ବ୍ୟବହାର କରାଯାଉଛି । କେବଳ ସାମାନ୍ୟ ମରାମତି କରି ସିଲିଂ ଲଗାଯାଇଛି । ଛାତ ଗୁଡିକ ଦୁର୍ବଳ ହୋଇଯାଇଥିବାରୁ ତାହା ଖସି ପଡୁଛି । ଏହା ଉପରେ ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣ ଲୋକେ ଦାବୀ କରୁଛନ୍ତି । ସେପଟେ କୌଣସି ମତାମତ ନଦେଇ ହସପିଟାଲ ମ୍ୟାନେଜର ପିୟୁଷ ନାନଙ୍ଗଲିଆ, ଓଲଟା ଓଲଟା ଖବର ସଂଗ୍ରହ  ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ,   08-Mar-2026
  ଜିଲ୍ଲା  
ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ରମଣ୍ଡପ ରେ ମଞ୍ଚସ୍ଥ   08-Mar-2026
  ଜିଲ୍ଲା  
୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   07-Mar-2026
  ଜିଲ୍ଲା  
ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   07-Mar-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ   07-Mar-2026
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026

You Might Also Like