-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ରାଜ୍ୟ କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ: ରୁଗୁଡ଼ିପାଲି ଗ୍ରାମ ରେ କ୍ଷୁଦ୍ର ଉଠା ଜଳ ସେଚନ ପ୍ରକଳ୍ପ କୁ ଲୋକାର୍ପିତ କଲେ

12-Dec-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ରାଜ୍ୟ କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ  ଡ଼ଃ. ସନ୍ତୋଷ ବେଜ ଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ l କୃଷି ଶିଳ୍ପ ନିଗମ ପକ୍ଷରୁ ସରକାର ଙ୍କ ଜଳନିଧି ଯୋଜନା 2 ଓ ବିଭିନ୍ନ ଯୋଜନା ରେ ମାତ୍ରାଧିକ ଚାଷୀ କିଭଳି ସୁଫଳ ପାଇ ପାରିବେ,  ସୋଲାର ପ୍ୟାନେଲ ଓ ବିଦ୍ୟୁତ ସଂଯୋଗ ମାଧ୍ୟମ

ରେ ସିଧା ସଳଖ ଚାଷୀ କେମିତି ଅଧିକ ଲାଭ ଉଠାଇ ପାରିବେ ଏବଂ  କୃଷି କୁ ଏକ ବୃହତ ଶିଳ୍ପ ଭାବରେ ରାଜ୍ୟ ସରକାର ହାତ କୁ ନେଇଥିବା  ଅନେକ ନୁଆଁ ଯୋଜନା, ଏସବୁ ଉପରେ ଆଜି ଚାଷୀ ଓ ବିଭାଗୀୟ କର୍ମଚାରୀ ଙ୍କ ସହିତ ଭାବ ବିନିମୟ ମାଧ୍ୟମ ରେ ଆଲୋଚନା କରିଥିଲେ ବୋଲି  ସ୍ଥାନୀୟ ସର୍କିଟ ହାଉସ ଠାରେ ଗଣ ମାଧ୍ୟମ ଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ l

ଏବଂ ଜ଼ିଲ୍ଲା ରେ ଏକ କୃଷି ଶିଳ୍ପ ଭିତ୍ତିକ  ଶିଳ୍ପାନୁଷ୍ଠାନ ସମେତ  କିଛି ଫୁଡ ପ୍ରୋସେସିଂ ଶିଳ୍ପାନୁଷ୍ଠାନ ନିର୍ମାଣ ପାଇଁ ସରକାର ଙ୍କ ପାଖରେ ନିଗମ ଜରିଆରେ ପ୍ରସ୍ତାବ ରଖିବାକୁ ସାମ୍ବାଦିକ ମାନେ  ଅନୁରୋଧ କରିଥିଲେ l ପରେ ପରେ ସୋନପୁର ବ୍ଲକ ର ମୟୂରଉଡାନ ଗ୍ରାମ ପଞ୍ଚାୟତ ର ରୁଗୁଡ଼ିପାଲି ଗାଁ କୁ ପରିଦର୍ଶନ ରେ ଯାଇ ଜଳନିଧି 2 ଯୋଜନା ରେ ହିତାଧିକାରୀ ଚାଷୀ ଙ୍କୁ ପମ୍ପ ସେଟ ଓ କୃଷି ଉପକରଣ ବଣ୍ଟନ ଓ କୃଷି ଯନ୍ତ୍ରୀ କରଣ ଯୋଜନା ମାଧ୍ୟମ ରେ ଜଣେ ଚାଷୀ ଙ୍କୁ  ସ୍ୱରାଜ ଟ୍ରାକ୍ଟର ବଣ୍ଟନ କରି ପମ୍ପ ସେଟ ସବୁ କୁ ଚାର୍ଜ କରିଥିଲେ ଏବଂ ଏକ ନୂତନ କ୍ଷୁଦ୍ର ଉଠା ଜଳ ସେଚନ ପ୍ରକଳ୍ପ କୁ  ଉଦଘାଟନ କରିଥିଲେ l ଆଜି ର ଏହି କାର୍ଯ୍ୟକ୍ରମ ରେ  ସୁବର୍ଣ୍ଣପୁର ଜ଼ିଲ୍ଲା କୃଷି ଶିଳ୍ପ ନିଗମ  ପରିଚାଳକ ଇଂ ସତ୍ୟ ରଞ୍ଜନ ମିଶ୍ର ଙ୍କ ସମେତ  କନିଷ୍ଠ ଯନ୍ତ୍ରୀ କେ. ସୁମନ ପାତ୍ର, ପର୍ଶୁରାମ ସ୍ୱାଇଁ, ସତ୍ୟ ନନ୍ଦ, ନବୀନ ବିଶି, ପ୍ରଶାନ୍ତ ଜେନା ପ୍ରମୁଖ ସମସ୍ତ କର୍ମଚାରୀ ସାମିଲ  ଥିଲେ l  ପ୍ରକାଶ ଯେ ବିଜେଡି ର ସକ୍ରିୟ କର୍ମୀ ସଂଜୟ ସାହୁ, ପ୍ରାକ୍ତନ ଏମପି କଳିକେଶ ସିଂଦେଓ ଙ୍କ ପ୍ରତିନିଧି ମନୋରଞ୍ଜନ ତ୍ରିପାଠୀ, ସାମ୍ବାଦିକ ପିତାମ୍ବର ମହାପାତ୍ର ଙ୍କ ସମେତ ଦଳୀୟ କର୍ମୀ ଙ୍କ ଦ୍ୱାରା ଉପାଧ୍ୟକ୍ଷ ଡ଼ଃ, ସନ୍ତୋଷ ବେଜ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like