-+91-9937148622 |

prerana_bgr@rediffmail.com |

  Tuesday 10th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (09-Mar-2026)       ||      NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ    (09-Mar-2026)       ||      ବରପାଲି ସରସ୍ବତୀ ମହିଳା ସଂଘ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ   (09-Mar-2026)       ||      *ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   (09-Mar-2026)       ||      ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   (09-Mar-2026)       ||      *ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   (09-Mar-2026)       ||      *ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   (09-Mar-2026)       ||      ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ    (09-Mar-2026)       ||      ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   (09-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   (09-Mar-2026)       ||      ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (09-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   (08-Mar-2026)       ||      ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ    (08-Mar-2026)       ||      ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ    (08-Mar-2026)       ||      ଆନ୍ତର୍ଜାତିକ ମହିଳା ଦିବସ ପାଳିତ    (08-Mar-2026)       ||      ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   (08-Mar-2026)       ||      ତହଁକ୍ ତିହାର୍ ଉଦଯାପିତ   (08-Mar-2026)       ||     

HOME   ଜିଲ୍ଲା

ଟ୍ୟାଙ୍କର ଧକ୍କାରେ ମହିଳା ମୃତ I

12-Dec-2022



ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ଧନୁପାଲି ଥାନା ପୁଟିବନ୍ଧ ଛକରେ ରବିବାର ଏକ ଟ୍ୟାଙ୍କର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି I ମୃତକ ଜଣକ ହେଲେ ଅଇଁଠାପାଲି ଅନୁଗୁଳିଆପଡ଼ାର ସୁବର୍ଣ୍ଣ ମିଶ୍ର(୫୦) I ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣ କୌଣସି କାମରେ ରବିବାର ତାଙ୍କ ସ୍କୁଟି(ଓଡି ୧୫କ୍ୟୁ ୨୪୨୭) ଧରି ସିନ୍ଦୁରପଙ୍କ ଯାଇଥିଲେ। ସେଠାରୁ କାମ ସାରି ଅପରାହ୍ଣ ସାଢ଼େ ୪ଟା ସମୟରେ ସେ ଧନୁପାଲିରେ ଥିବା ତାଙ୍କ ଦୋକାନକୁ ଯାଉଥିବା ବେଳେ ପୁଟିବନ୍ଧ ନିକଟରେ ଏକ ତେଲ ଟ୍ୟାଙ୍କର୍‌(ଓଡି ୨୩ଏନ୍‌ ୦୩୨୯) ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ସୁବର୍ଣ୍ଣ ଛିଟିକି ପଡ଼ି ଚେତା ହରାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି  ଆମ୍ବୁଲାନ୍ସ ସହାୟତାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଏକମାତ୍ର ପୁଅ ବେଙ୍ଗାଲୁରୁରେ ଚାକିରି କରୁଛନ୍ତି। ଏ ନେଇ ସୁବର୍ଣ୍ଣଙ୍କ ସ୍ବାମୀ ଲକ୍ଷ୍ମଣ ମିଶ୍ର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା ସୁବର୍ଣ୍ଣଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ସୁବର୍ଣ୍ଣଙ୍କ ସ୍କୁଟିକୁ ପୋଲିସ ଜବତ କରିଛି I


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   09-Mar-2026
  ଜିଲ୍ଲା  
NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ   09-Mar-2026
  ଜିଲ୍ଲା  
ବରପାଲି ସରସ୍ବତୀ ମହିଳା ସଂଘ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
*ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   09-Mar-2026
  ଜିଲ୍ଲା  
ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   09-Mar-2026
  ଜିଲ୍ଲା  
*ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   09-Mar-2026
  ଜିଲ୍ଲା  
*ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   09-Mar-2026
  ଜିଲ୍ଲା  
ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ   09-Mar-2026
  ଜିଲ୍ଲା  
ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   09-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   09-Mar-2026
  ରାଜ୍ୟ  
ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   08-Mar-2026

You Might Also Like