-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ସେବାଶ୍ରମସ୍କୁଲରେ ଭାରପ୍ରାପ୍ତ ପ୍ରଧାନସେବକ ରଖିବାମୂଳରେ ଡିଡବ୍ଲୁଓଙ୍କ ସ୍ବାର୍ଥ ଅଛି କି ?

11-Dec-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ ସ୍କୁଲ୍ ଗୁଡିକରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ଲକ୍ଷ୍ୟକରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ଅଧିକାରୀଙ୍କ ଅପାରଗତା ଓ ଉତ୍କୋଚଖୋର୍ ମନୋବୃତ୍ତି ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ ପ୍ରକାଶ ପାଇଛି । ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ଝାଙ୍କରପାଲି ସେବାଶ୍ରମସ୍କୁଲ୍ ରେ ଦୀର୍ଘଦିନ ଧରି ଅବସ୍ଥାପିତା ଜନୈକା ପ୍ରଧାନସେବିକା ଆବାସିକ ପିଲାଙ୍କ ଖାଦ୍ୟପେୟରୁ ଆରମ୍ଭ କରି ଯାବତୀୟ ଖର୍ଚ୍ଚରୁ କାଟି ଅର୍ଥ ବାଟମାରଣା କରିଆସୁଛନ୍ତି । ଡିଡବ୍ଲୁଓଙ୍କୁ ଖୁସ୍ ରଖୁଥିବାରୁ ପୂର୍ବରୁ ଗୁଡଭେଲା ବ୍ଲକ୍ ର ଗୁଡୁଙ୍ଗାମାଲ ଆଶ୍ରମସ୍କୁଲରେ ଏକଦା ବିବଦମାନା ମିତା ଭୋଇ ନାମ୍ନୀ ଏହି ଶିକ୍ଷୟିତ୍ରୀ ଜଣକ ଏଠାରେ ନିର୍ବିଘ୍ନରେ ରହିଛନ୍ତି । ଏପରିକି ନିୟମ ବିରୁଦ୍ଧ ଭାବେ ବିଭାଗୀୟ ସ୍କୁଲ୍ ଗୁଡିକୁ ଫର୍ଣ୍ଣିଚର ଯୋଗାଉଥିବା ଏକ କଟକିଆ ଠିକାଦାର ଓ ତାଙ୍କ ପୁରୁଷ ବଢେଇକରୂମଚାରୀମାନେ ଛାତ୍ରୀନିବାସ ପରିସରରେ ରହୁଥିବା ଦେଖାଯାଇଛି ।

ଦ୍ୱିତୀୟତଃ ତୁରେକେଲା ଆଶ୍ରମସ୍କୁଲରେ ଜିଲ୍ଲାରେ ପ୍ରଧାନସେବକ ଅଭାବ ଆଳରେ ଜାଣିଶୁଣି ଜଣେ ସିସିଏରୁ ପଦୋନ୍ନତି ପାଇ ଶିକ୍ଷକ ହୋଇଥିବା ଗୋପାଳ ଧରୁଆ ନାମକ ଜଣେ ସହକାରୀ ଶିକ୍ଷକଙ୍କୁ ପ୍ରଧାନସେବକ ଭାବରେ ଅବସ୍ଥାପିତ କରିରଖାଯାଇଛି । ଏଥିପାଇଁ ଦୁଇଜଣ ଯୋଗ୍ୟତାସମ୍ପନ୍ନ ପ୍ରଧାନ ସେବକ ଆଗ୍ରହୀ ଥିଲେ ହେଁ , ଏହି ଭାରପ୍ରାପ୍ତ ପ୍ରଧାନସେବକ ରଖିବାରେ ଡିଡବ୍ଲୁଓ ଏବଂ ଜିଲ୍ଲା ଅଫିସ୍ ର କେତେକଙ୍କ ଆଗ୍ରହ ତଥା ହାତ ଚିକ୍କଣ ହେଉଥିବା ଯୋଗୁଁ ଏହି ନିଯୁକ୍ତି ଦିଆଯାଇଥିବା କୁହାଯାଉଛି । ଏପରିକି ସ୍ଥାନୀୟ ସ୍କୁଲ୍ କମିଟିର ସଭାପତି ମଦପିଇ  ସ୍କୁଲ୍ ଓ ଛାତ୍ରୀନିବାସରେ ବିଚରଣ କରି ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଲକ୍ଷ୍ୟକରାଯାଇଛି । ଗତ ୧୦ ତାରିଖ ଦିନ ସ୍କୁଲ୍ ରେ ଅଭିଭାବକଙ୍କ ବୈଠକବେଳେ ଏହି ମଦ୍ୟପ କମିଟିନେତା ସ୍କୁଲ୍ ଓ ହଷ୍ଟେଲରେ ଦାଦାଗିରୀ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ଦେଖିଥିଲେ । ଏହାଛଡା ସେ ଉକ୍ତ ଭାରପ୍ରାପ୍ତ ପ୍ରଧାନସେବକଙ୍କ ଠାରୁ ମଦ ପିଇବାକୁ ଟଙ୍କା ନେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ପ୍ରଧାନସେବକ ମଧ୍ୟ ସ୍କୁଲପିଲାମାନଙ୍କ ମେସ୍ ଓ ଅନ୍ୟାନ୍ୟ ଖର୍ଚ୍ଚରୁ ବେଶ୍  ନିରଙ୍ହାକୁଶ ଭାବେ ହାତଚିକ୍କଣ କରି ସେଥିରୁ କମିଟି କର୍ମକର୍ତ୍ତା ଏବଂ ଉପରିସ୍ଥ ଅଧିକାରୀଙ୍କୁ ତୁଷ୍ଟ କରି ରଖିଥିବା ଅଭିଯୋଗ ହେଉଛି ।

ଜିଲ୍ଲାର ଅନ୍ୟାନ୍ୟ ଆଶ୍ରମସ୍କୁଲ , ସେବାଶ୍ରମସ୍କୁଲ୍ ଓ 'ଅନ୍ବେଷା ' ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଖୁବ୍ ଶୀଘ୍ର ଏକ ବିସ୍ତୃତ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ । ଯଦିଓ ଜିଲ୍ଲା ଆଦିବାସୀ କଲ୍ୟାଣ ଅଧିକାରୀ ଅଲେଖ ବିଶ୍ବାଳ ଓ ସମ୍ପୃକ୍ତ ଅଭିଯୁକ୍ତ କମିଟି କର୍ମକର୍ତ୍ତା ଏବଂ ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ଉପରୋକ୍ତ ଅଭିଯୋଗକୁ ଅସ୍ବୀକାର କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like