-+91-9937148622 |

prerana_bgr@rediffmail.com |

  Saturday 14th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   (14-Mar-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||      ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Mar-2026)       ||      ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ ♦️ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ ଓ ଟି ପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ    (13-Mar-2026)       ||      ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ-୨୦୨୬ ଅନୁଷ୍ଠିତ   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ଖଡ଼ିଛୁଆଁ ପୂର୍ବରୁ ଶିଶୁ ବାଟିକା ପିଲାଙ୍କ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ   (13-Mar-2026)       ||      ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ   (13-Mar-2026)       ||      ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍   (13-Mar-2026)       ||     

HOME   ଜିଲ୍ଲା

ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।

08-Dec-2022



ଲକ୍ଷ୍ନୌ: ମୈନପୁରୀ ଆସନରେ ବାଜିମାତ କରିଛନ୍ତି ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରରେ ମୁଲାୟମଙ୍କ ଦେହାନ୍ତ ପରେ  ଉପ ନିର୍ବାଚନ ହୋଇଥିଲା।  ଏହି ଆସନରେ  ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିଲେ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ । ଅନ୍ୟପକ୍ଷେ ବିଜେପି ପ୍ରାର୍ଥୀ କରିଥିଲା ରଘୁରାଜ ସିଂହ ଶକାୟାଙ୍କୁ । ତେବେ  ସମାଜବାଦୀ ପାର୍ଟିର ପାରମ୍ପରିକ ଆସନରେ ଦମଦାର ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଛନ୍ତି ଡିମ୍ପଲ ।

ଏହି ଉପ ନିର୍ବାଚନରେ ଡିମ୍ପଲ ଯାଦବ ମୋଟ ୬,୧୮,୧୨୦ ଖଣ୍ଡ ଭୋଟ ପାଇଥିବା ବେଳେ  ରଘୁରାଜ ପାଇଛନ୍ତି ୩,୨୯,୬୫୯ ଖଣ୍ଡ ଭୋଟ  ।   ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଡିମ୍ପଲ ଏହି ଉପନିର୍ବାଚନ ଜିତିଛନ୍ତି।  ଏହା ବ୍ୟତୀତ ଭାରତୀୟ କୃଷକ ଦଳର ପ୍ରମୋଦ କୁମାର ଯାଦବ ୩,୮୦୧, ଆରଏସଏସପିର ଭୂପେନ୍ଦର କୁମାର ଧାଙ୍ଗର ୨୧୩୭, ସ୍ୱାଧୀନ ପ୍ରାର୍ଥୀ ସୁରେଶ ଚନ୍ଦ୍ର ୨୩୦୩, ସ୍ୱାଧୀନ ପ୍ରାର୍ଥୀ ସୁଷମା ଦେବୀ ୨୪୦୯ ଖଣ୍ଡ ଭୋଟ ପାଇଛନ୍ତି।  ନୋଟାରେ ୬,୧୨୫ ଭୋଟ ପଡ଼ିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   14-Mar-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026
  ଜିଲ୍ଲା  
ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   14-Mar-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   13-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   13-Mar-2026
  ଜିଲ୍ଲା  
ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ   13-Mar-2026
  ଜିଲ୍ଲା  
ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   13-Mar-2026
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   13-Mar-2026
  ଜିଲ୍ଲା  
ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   13-Mar-2026
  ଜିଲ୍ଲା  
ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   13-Mar-2026
  ଜିଲ୍ଲା  
*ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   13-Mar-2026

You Might Also Like