-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଗତାଗୁଡ଼ା ମହାଲକ୍ଷ୍ମୀପୂଜା 32ବର୍ଷ ପୂର୍ତ୍ତି ଅବସରରେ ସମ୍ବର୍ଧନା ଉତ୍ସଵ।

08-Dec-2022



ଧର୍ମଗଡ( କ୍ରିଷ୍ଣା ଦାସ ନାଏକ)ଧର୍ମଗଡ ବ୍ଲକ ଅନ୍ତର୍ଗତ ଗତାଗୁଡ଼ା ଠାରେ  ମା ଜଗତ ଜନନୀ ମହାଲକ୍ଷ୍ମୀଙ୍କ ହେଉଥିବା ପୂଜା ଚଳିତ ବର୍ଷ ବତିଶ ବର୍ଷରେ ପଦାର୍ପଣ କରିଥିବାରୁ ପୂଜା କମିଟି ତଥା ଗ୍ରାମବାସୀ ବେଶ ଆନନ୍ଦ ଉଲ୍ଲାସରେ ମାଙ୍କ ପୂଜାପାଳନ କରିଛନ୍ତି।ଏହି ମାଙ୍କପୂଜା ନିରନ୍ତର ଭାବେ ବତିଶବର୍ଷ ଧରି  ଏହି ଗାର ଭକ୍ତିମତିମା ଓ ବାପା ମାନେ ପୂଜା କରି ଆସଛନ୍ତି।ଏହି ପୂଜା ପାଇ  ସର୍ବପ୍ରଥମେ ଉଦ୍ୟୋଗ କରିଥିବା ବୁଦ୍ଧିଜୀବୀମାନକୁ  ପୂଜା କମିଟି ସାଧୁବାଦ୍ ଓ କୃତଜ୍ଞତା ଜଣାଇଥିଲେ।ଗ୍ରାମବାସୀ ଙ୍କ କହିବାନୁରେ ଗ୍ରାମରେ ସର୍ବପ୍ରଥମେ ଦୁତିକା ଭୋଇ ଓ ବିଳାସିନୀ ଗ୍ରାମରେ ପ୍ରଥମ କରି ଲକ୍ଷ୍ମୀପୂଜା କରିଥିଲେ ସେହି ପୂଜା ଆଜି ବତିଶ୍ ବର୍ଷ ପୁରଣ କରିଥିବାରୁ ସେହି ମା ମାନଙ୍କୁ ସ୍ମୁତି ଚାରଣକରି  ସ୍ବର୍ଗତ ଉଦ୍ୟୋଗ କର୍ତ୍ତା ମାନକୁ ବର୍ତ୍ତମାନର  ପୁଜା କମିଟି ତାଙ୍କ ଆମର ଆତ୍ମାର ଶାନ୍ତି ପାଇ ଗୋଟିଏ ମିନିଟ୍  ନୀରବ ପ୍ରାର୍ଥନା କରିଥିବା ବେଳେ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପୂଜାକମିଟିର ସଭାପତି ଦୁର୍ଯୋଧନ ନାଏକଙ୍କ ସଭାପତିତ୍ୟରେ ଉକ୍ତ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ ହେଇ ଥିଲା ସମ୍ବର୍ଧନା ସଭାରେ ଧର୍ମଗଡ ଜିଲ୍ଲାପରିଷଦ ଜୋନ୧ ର ଜିଲ୍ଲା ପରିଷଦସଭ୍ୟ ଗୋପୀ ନାଥ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଟିପୁଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ହାତୀରାମ ଦୁର୍ଗା , ସମିତି ସଭ୍ୟ ପ୍ରତିନିଧି ଚନ୍ଦ୍ର ବାଗ , ଶିକ୍ଷାବିତ ଜୀବନ ଜ୍ୟୋତି ନେଗୀ, ଗତାଗୁଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନେଶ କୁମାର ଯୋଶୀ, ଝଙ୍କାର ଅଭିରାମ , ଗ୍ରାମ ଗାହତିଆ ଅକୁର ନାଏକ ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ହୋଇ ଅଶୋକ କୁମାର ଭୋଇ, ବଳଭଦ୍ର ଭୋଇ, ବୈଷ୍ଣବନାଏକ, ଆକୁର ନାଏକ,ଲକ୍ଷ୍ମୀନାଏକ, ଘେନୁପ୍ରସଡ ନାଏକ, ମାଧବଚନ୍ଦ୍ରନାଏକ, ଅଜିତ କୁମାର ନାଏକ, ଜଗଦିଶ ନାଏକ, ଇଶ୍ଵରୀ ନାଏକ, ଡମ୍ବରୁଧର ଭୋଇ,ଦେବପ୍ରସାଦ ନାଏକ,ଶିବପ୍ରସାଦ ନାଏକ, ପରମେଶ୍ବର ଭୋଇ ସ୍ବର୍ଗତ ଧନମତ ନାଏକ,ରାମ ଭୋଇ, ଗଙ୍ଗେଶ୍ୱର୍ ନାଏକ, ଦିବାକର ଝାଙ୍କର  ମାନସିକ, ଶାରୀରିକ, ଓ ଆର୍ଥିକ ଦେଇ ସହଯୋଗ କରିଥିବାରୁ  ସେମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ସହ ଉପଢକନ୍  ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଗ୍ରାମରେ ନିରବିଛିନ୍ୟ ଭାବେ ଏହି ପୂଜା କରିଆସୁ ଥିବାରୁ ଗ୍ରାମ ଓ ପୂଜକମିମିଟି କୁ ଉପସ୍ଥିତ ଅତିଥି ସାଧୁବାଦ୍ ଓ ଧନ୍ୟବାଦ୍ ଦେବା ସହ ତାଙ୍କ ଗ୍ରାମରେ ଏପରି ଏକତା ସବୁ ଦିନ ପାଇ ଅତୁଟ ରହୁ ବୋଲି ମା ଜଗତ ଜନନୀ ମହାଲକ୍ଷ୍ମୀ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଏହି ସଭା କାର୍ଯ୍ୟକୁ ଡମ୍ବରୁ ଧର ନାଏକ ଓ ଦେବପ୍ରସାଦ ନାଏକ ସଭା ପରିଚାଳନା କରିଥିଲେ । ସଭାକାର୍ଯ୍ୟ ପରେ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନେଶ କୁମାର ଯୋଶୀ ଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ଗୀତିନାଟ୍ୟ "ପୁରୋଷୋତ୍ତମଦେବଙ୍କ କାଞ୍ଚି ବିଜୟ ''କୁ ଦର୍ଶକ ବେଶ ମନଭରି  ଉପଭୋଗ  କରିଥିଲେ।ଏହି ଗୀତିନାଟ୍ୟ କୁ ଗତାଗୁଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଖୁବସୁନ୍ଦର ଭାବେ ପରିବେଷଣ କରିଥିଲେ। କାର୍ଯ୍ୟ କ୍ରମକୁ ମା ଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ତପନ କୁମାର ନାଏକ,ସନ୍ତୋଷ ଭୋଇ,ରାଜୀବ ହାତୀ, ଖଗେଶ୍ବର ନାଏକ, କେଶବ ନାଏକ, ଲଳିତ ମୋହନ ଭୋଇ, ହରେଶ ନାଏକ, ଚିତ୍ତରଞ୍ଜନ ଭୋଇ,ବାବ୍ଲୁ ନାଏକ, ଛାୟକାନ୍ତ ନାଏକ,ସୁବୁଦ୍ଧି ନାଏକ,ବିଶ୍ୱଜିତ୍ ନାଏକ, ନରସିଂହ ମଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like