-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
06-Dec-2022
ବଲାଙ୍ଗୀର, ଆଜି ସକାଳେ ପାଟଣାଗଡ଼ ବ୍ଲକ ବରଝୁଲା ଗାଁ ର ଭଗବାନ ସେଲମା(୪ଠ) ନାମକ ଜଣେ ବ୍ୟକ୍ତି ନିଜ ବାଇକ୍ରେ ପାଟଣାଗଡ଼ ବ୍ଲକ ବରଝୁଲାରୁ ଜଗଲପାର୍କକୁ ଯାଇଥିବା ସମୟରେ ଲୋଇସିଂହା ବ୍ଲକ ତାଲଜୁରି ଠାରେ ସାମନା ପଟୁ ଆସୁଥିବା ଆଉ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ୍ ଧକ୍କାରେ ଭଗବାନଙ୍କ ଛାତି ଓ ଗୋଡରେ ଗଭୀର ଯନ୍ତ୍ରଣା ଲାଗିଛି
ଗୁରୁତର ଅବସ୍ଥାରେ ଭଗବାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି ।