-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
02-Dec-2022
ଟିଟିଲାଗଡ(ସନ୍ତୋଷ କୁମାର ନାଏକ) ହିନ୍ଦୁସ୍ଥାନ ସିଡ୍ସ ଗୃପ ଅଫ୍ କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବାର୍ ଏସୋସିଏସନ୍ର ସାଧାରଣ ସମ୍ପାଦକ ଜଣାଶୁଣା ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ଦୁଲାରୀ ଦେବୀ(୭୪)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ, ଦରଦୀ, ମାତୃସୁଲଭ ଗୁଣରେ ପରିପୂର୍ଣ୍ଣା ମହିଳା ଭାବେ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କ ଦେହାନ୍ତରେ ଟିଟିଲାଗଡ ସହରରେ ଶୋକର ଛାୟା ଖେଳିଯାଇଛି ।