-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
02-Dec-2022
ଗୁଡ଼ଭେଲା (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ଘୂନା ଉନ୍ନିତ ଉଚ୍ଚ ବିଦ୍ୟାଳୟର ନିଜସ୍ବ ଜମି ନଥିବାରୁ ଗୁରୁବାର ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲଙ୍କ ଉପସ୍ଥିତରେ ୧.୫ ଏକର ସରକାରୀ ଜମିର ପଟ୍ଟା ପ୍ରଦାନ କରିଯିବା ସହ ଜମି ଚିହ୍ନଟ କରାଯାଇଛି। ସୂଚନାଯୋଗ୍ଯ ଯେ, ଉକ୍ତ ବିଦ୍ୟାଳୟଟି ବେସରକାରୀ ଜମିରେ ଚାଳିଆସୁଥିବା ବେଳେ ନିଜସ୍ବ ଜମି ନଥିଲା।