-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
29-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ସ୍ଵେଛାସେବୀ ଅନୁଷ୍ଠାନ 'ସେତୁ' ପକ୍ଷରୁ ୨୩ ତମ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକୃତା ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଆସନ୍ତାକାଲି ୩୦ ତାରିଖରେ ପ୍ରଦାନ କାରାଯିବ I ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ବିଶିଷ୍ଟ ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ "ସତ୍ୟୋତୋର ସମାଜରେ ଗାନ୍ଧୀ" ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ରଖିବେ I ସ୍ମାରକୀ ବକୃତାକୁ ଜ଼ିଲ୍ଲାପାଳ ଅନନ୍ୟ ଦାସ ଉଦ୍ଘାଟନ କରିବେ ବୋଲି 'ସେତୁ' ସଭାପତି ଡ଼ଃ ମୀନକେତନ ପାଠୀ ଓ ସମ୍ପାଦକ ସୁକାନ୍ତ କର ଜଣାଇଛନ୍ତି I