-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
କଣ୍ଟାବାଞ୍ଜି, (ପ୍ରେରଣା ଖବର) - କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୭୪ ଦାଦନ ଶ୍ରମିକ ଉଦ୍ଧାର । ୪୨ଜଣ ପୁରୁଷ ଓ ୩୨ଜଣ ମହିଳା ଶ୍ରମିକ ଉଦ୍ଧାର । ହାଇଦ୍ରାବାଦ ଚାଲାଣ ବେଳେ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ ଓ ଜିଆରପି । ସମସ୍ତ ଶ୍ରମିକ ବେଲପଡା, ତୁରେଇକେଲା ଓ ଗୋଲାମୁଣ୍ଡା ଅଞ୍ଚଳର!! ୪୨ଜଣ ପୁରୁଷ ଓ ୩୨ଜଣ ମହିଳା ଶ୍ରମିକ ଉଦ୍ଧାର । ହାଇଦ୍ରାବାଦ ଚାଲାଣ ବେଳେ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ ଓ ଜିଆରପି । ସମସ୍ତ ଶ୍ରମିକ ବେଲପଡା, ତୁରେଇକେଲା ଓ ଗୋଲାମୁଣ୍ଡା ଅଞ୍ଚଳର!!