-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Nov-2022
ବଲାଙ୍ଗିର ବହୁ ଚର୍ଚ୍ଚିତ ଶୈଶବ ବାଳକ ପେର ବୋୟେ ଚୁମନ ରାଓ ଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ମିଳିଛି l ନିଜ ପରିବାରକୁ ଚଳାଇବା ପାଇଁ କୁନି ବାଳକ ଚୁମନ ଖବରକାଗଜ ହକର୍ ଭାବେ କାମ କରୁଥିଲା l ତେବେ କିଛି ଗଣମାଧ୍ୟମରେ ଚୁମନ ର ସଂଘର୍ଷ ର କାହାଣୀ ପ୍ରକାଶ ପାଇଥିଲା l ପେପର୍ ବୟ
ଚୁମନ କୁ ବିଭିନ୍ନ କ୍ଷେତ୍ରରୁ ସ୍ୱେଚ୍ଛାସେବୀ ମାନେ ସହାୟତାର ହାତ ବଢାଇଛନ୍ତି l ଏହି କ୍ରମରେ ଜିଲ୍ଲା ପ୍ରଶାସନ ମଧ୍ଯ ଏହି କୁନି ବାଳକ କୁ ଜୀବନରେ ଆଗକୁ ବଢିବା ପାଇଁ I ପ୍ରୋତ୍ସାହିତ ଅନ୍ତର୍ଦୋୟ ଯୋଜନାରେ ସାମିଲ କରିବାକୁ ପ୍ରତିଶୃତି ଦେଇଥିଲେ ଯାହା କି ଆଜି ତାହା ପୁରଣ ହେଲ କୋଚିଂରେ ପାଠ ପଢିବ ଚୁମନ । ସ୍ୱେଚ୍ଛାସେବୀ ସଂଜୀବ ସାହୁଙ୍କ ପ୍ରୟାସରେ, ଇପସମ କୋଚିଂ ଠାରେ ମାଗଣାରେ ପ ଚୁମନ ରାଓଙ୍କ ପାଠପଢା ଆରମ୍ଭ ।ହୋଇଛି l ଚୁମନ ବର୍ତ୍ତମାନ୍ ଉଚ୍ଚଶିକ୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବ l