-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2022
ବଲାଙ୍ଗିର - ବିଷମ ପରିସ୍ଥିତିରେ ଅନବରତ ସମାଜ ପାଇଁ କାମ କରୁଥିବା ଚତୁର୍ଥ ସ୍ତମ୍ଭ ଆମ ସାମ୍ବାଦିକ ଭାଇ ଭଉଣୀମାନଙ୍କ ପାଇଁ ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ ମାହେଶ୍ୱରୀ ସଙ୍ଗଠନ ର ସମସ୍ତ ସଦସ୍ୟ ଓ ସଦସ୍ୟା ସାମ୍ବାଦିକ ଭାଇ ଭଉଣୀମାନଙ୍କୁ କଲମ ଓ ପୁଷ୍ପ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ମାହେଶ୍ୱରୀ ର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ମହିଳା ଶାଖା ସଂଯୋଜିକା ସୋନିଆ ବେଜ, ଇସିକା ଦାସ, ସୁଷମା ବହିଦାର, ସୁପ୍ରମା ବହିଦାର, ବିଷ୍ଣୁପ୍ରିୟା ପାଣି, କରଣ କୁମାର ବେହେରା, ସୌମ୍ୟ ରଂଜନ ବେହେରା, ସୌମ୍ୟ ରଂଜନ ପଣ୍ଡା ଉପସ୍ଥିତ ରହିଥିଲେ ।