-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର : କଈରୁ ବାବା ଙ୍କ ସିଦ୍ଧି ପୀଠ ବଡ଼ମାଳ ର ରାସ ଯାତ୍ରା ସାଂସ୍କୃତିକ ପରମ୍ପରା ର ଏକ ବାର୍ତ୍ତାବହ

15-Nov-2022



ସୁବର୍ଣ୍ଣପୁର --ସୁବର୍ଣ୍ଣପୁର ଜ଼ିଲ୍ଲା ର ଉଲୁଣ୍ଡା ବ୍ଲକ  ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ପଞ୍ଚାୟତ ସ୍ଥିତ ବଡ଼ମାଳ ଗ୍ରାମରେ ଥିବା ସିଦ୍ଧ ପୁରୁଷ କଈରୁ ବାବାଙ୍କ ପୀଠ ରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଗତ ୯ ତାରିଖ ରୁ ରାସ ଯାତ୍ରା ଆରମ୍ଭ ହୋଇ ୧୦ ତାରିଖ ମଧ୍ୟାହ୍ନ  ୨ ଟା ରେ ପୁନଶ୍ଚରଣ ହୋଇ ସାରିଛି l ଏହି ଯାତ୍ରା ର ବିଶେଷତ୍ୱ ଏହି କି ଯେ ଗୌଡିୟ ସମ୍ପ୍ରଦାୟ ର ଗୌଡିୟ ବାଦ୍ୟ ଓ ଝାଞ୍ଜର ତାଳେ ତାଳେ ରାଧା କୃଷ୍ଣ ପ୍ରେମ ସମ୍ବଳିତ ଭକ୍ତି ଗୀତ ଗାନ ପୂର୍ବକ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ କଈରୁ ବାବା ଙ୍କ ଆଶୀର୍ବାଦ ନିଅନ୍ତି l  ରାସ ଯାତ୍ରା ପର ଦିନ ପୁନଃଶ୍ଚରଣ ପରେ ପାଖ ଆଖ ଅଞ୍ଚଳ ର ଦଶ ହଜାର ରୁ ଊର୍ଧ୍ୱ ଭକ୍ତ ଙ୍କୁ ଅନ୍ନ ପ୍ରସାଦ ପରିବେଷଣ କରାହୁଏ l ସମସ୍ତେ ଏକାଠି ବସି ହରିବୋଲ ଧ୍ୱନି ପରେ ସାମୁହିକ ପ୍ରସାଦ ଗ୍ରହଣ କରନ୍ତି l ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ଧ୍ୱନି ବର୍ତମାନ ମଧ୍ୟ ଜୀବନ୍ତ l ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବ ରୁ ଏଇ ଧ୍ୱନି ପ୍ରଜ୍ବଳିତ l ବାବାଙ୍କ ଆଶୀର୍ବାଦ ରୁ ଅସଂଖ୍ୟ ଭକ୍ତଙ୍କ ମାନସିକ ପୂର୍ଣ୍ଣ ହେତୁ  ବହୁ ଦୂର ଦୁରାନ୍ତ ର ଭକ୍ତ ମାନେ ଏ ଦିନ ଏଠାରେ ସମାବେଶ ହୁଅନ୍ତି l ଯାତ୍ରା ପାଇଁ କାହାଠୁ ଚାନ୍ଦା ସଂଗ୍ରହ ହୁଏ ନାହିଁ l ବିଭିନ୍ନ ଅଞ୍ଚଳ ର ଭକ୍ତ ମାନେ ଚାଉଳ, ପରିବା, ଅର୍ଥ ରାଶି, ନେଇ ଥାନ୍ତି l ଓ ସେ ସବୁକୁ ଆଞ୍ଚଳିକ ସ୍ତର ରେ ଗଠିତ ଯାତ୍ରା କମିଟି ସୁ ପରିଚାଳନା କରିଥାନ୍ତି l ଅଗଣିତ ଭକ୍ତଙ୍କ ସମାବେଶ ହେଉ ଥିଲେ ମଧ୍ୟ କେବେ କୌଣସି ପ୍ରକାର ବିଶୃଙ୍ଖଳା ନଜର କୁ ଆସିନାହିଁ l ପ୍ରକୃତରେ ଏହି ସିଦ୍ଧି  ପୀଠ ର ମହାତ୍ମା ଭକ୍ତ ମାନଙ୍କୁ ପରମ ଶାନ୍ତି ନେଇ ଭାଇଚାରା ସୃଷ୍ଟି ସାଙ୍ଗେ ସାଙ୍ଗେ ସଂସ୍କୃତିର ସଂରକ୍ଷଣ ହେଉଥିବାରୁ  ବୁଦ୍ଧିଜୀବୀ ଓ ଦୂର ଦୁରାନ୍ତର ପର୍ୟ୍ୟଟକ ମାନେ ଖୁବ ପ୍ରଶଂସା କରିଛନ୍ତି l ପାଖରେ ଚିତ୍ରୋତ୍ପଳା ମହାନଦୀ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ଭରପୁର ଥିବା ଯୋଗୁଁ ଜ଼ିଲ୍ଲା ଓ ରାଜ୍ୟ ପ୍ରଶାସନ ଦୃଷ୍ଟି ଦେଲେ  ଏଇ ସାଧନା ସିଦ୍ଧି ପୀଠ ଏକ ସୁନ୍ଦର ପର୍ୟ୍ୟଟନ କ୍ଷେତ୍ର ହୋଇ ପାରିବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like