-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ବୁର୍ଡl ଗ୍ରାମର ଅନେକ ମହିଳା ଓ ପୁରୁଷ ଚିଟଫଣ୍ଡ ଠକେଇର ଶିକାର, ତଦନ୍ତ ପାଇଁ ବୁର୍ଡl ପଂଚାୟତ ଅଫିସରେ ପହଂଚିଲେ ବଲାଙ୍ଗୀରୁ ଅଫିସରର ଏକ ଦଳ

10-Nov-2022



ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡl ଗ୍ରାମର ଅନେକ ମହିଳା ଓ ପୁରୁଷ ଚିଟଫଣ୍ଡର ଶିକାର ହୋଇ ବୁର୍ଡl ପଂଚାୟତ ଅଫିସ ପରିସରରେ ଭିଡ଼ ଜମିବା ଦେଖିବାକୁ ମିଳିଥିଲା l ସୂଚନାରୁ ପ୍ରକାଶ ଯେ ବୁର୍ଡl ଗ୍ରାମର ବିଭୁତିଭୂଷଣ ପରୁଆ, ହେମନ୍ତ ସାହୁ, ରିଙ୍କି ସାହୁ,

ଭଜଲତା ସାହୁ, ମମିତା ସାହୁ, କେଦାରଗୌରୀ ସାହୁ, ରଜନୀ ନନ୍ଦ, ବାସନ୍ତୀ ଧରୁଆ, ଆରତୀ କଲେତ, ସୁଶାନ୍ତ ଥାନାପତି ସହ ଗ୍ରାମର ହାରାହାରି 30 ଜଣ ଚିଟଫଣ୍ଡର ଶିକାର ହୋଇଛନ୍ତି l ସୂଚନାରୁ ପ୍ରକାଶ ଯେ 2015 ରୁ ବୁର୍ଡl ଗ୍ରାମର ଆଶାଦିଦି ଆଶା ଦୀପ ଲୋକଙ୍କୁ ଆଶ୍ୱାସନା ଦେଇ ଲୋକଙ୍କ ଠାରୁ ପଇସା କଲେକସନ କରି ବଲାଙ୍ଗୀର ର ପିସିଆଇଏଲ

ମଲ୍ଟି ଷ୍ଟେଟ କ୍ରେଡିଟ କୋଓପରେଟିଭ ଲି. ନାମକ ଏକ ସୋସାଇଟିରେ ଆରଡି ଓ ଏଫଡି ଖାତାରେ ପଇସା ଦୁଇଗୁଣ ହେବ ବୋଲି  ଜମା କରି ଆସୁଥିଲେ l ହେଲେ 2019 ପରେ ଲକଡାଉନ ସମୟରେ ଡିପୋଜିଟ ହୋଇଛି କିନ୍ତୁ ତାହାର ରିସିଭ କପି ଲୋକେ ପାଇନାହାନ୍ତି ଏହାସହ 5 ବର୍ଷ ପରେ ଜମା ପଇସା ପାଇବା କଥା ହେଲେ ୨/୩ ବର୍ଷ ବିତିଯାଇଥିଲେ ସୁଦ୍ଧା କେହି ଜମା ପଇସା ପାଇନାହାନ୍ତି l ଏଫଡି ଜମାକାରୀ ରଜନୀ ନନ୍ଦଙ୍କ 1 ଲକ୍ଷ 60 ହଜାର ଜମା ହୋଇଥିବା ବେଳେ, କାହାର 15 ହଜାର, 10 ହଜାର, 5 ହଜାର ଟଙ୍କା ଜମା ହୋଇଛି, ଆରଡି ଜମାକାରୀ ଅନ୍ୟତମ l 2019 ପରେ ଯେତେବି ପଇସା କଲେକ୍ସନ ହୋଇଛି କେବଳ ଏକ ହାତଲେଖା ଦ୍ୱାରା ଲୋକଙ୍କୁ ସନ୍ତୁଷ୍ଟ କରିଛନ୍ତି ଆଶାଦିଦି ଆଶା ଦୀପ l ତାଙ୍କୁ ପଚାରିବାରୁ ଗାଁ ଲୋକଙ୍କ ପଇସା କଲେକ୍ସନ କରି ରୋହିତ ଭୁଏ ନାମକ ଜଣେ ବ୍ୟକ୍ତିକୁ ଦେଉଥିଲି ହେଲେ ସେ ଏବେ ଫେରାର ଅଛନ୍ତି l ପୋଲିସ ଜଦି ମୋତେ ରୋହିତ ଭୁଏକୁ  ଧରିବାରେ ସହଯୋଗ କରେ ତାହେଲେ ସମାଧାନର ବାଟ ବାହାରିବ ବୋଲି ମତ ଦେଇଛନ୍ତି ଆଶା ଦୀପ l ବୁର୍ଡl ଚିଟଫଣ୍ଡର ଶିକାର ହୋଇଥିବା ଲୋକେ କିଛିଦିନ ଆଗରୁ ଲୋଇସିଂହା ଥାନା ସହ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ଏଣୁ ଆଜି ବୁର୍ଡl ପଂଚାୟତ କାର୍ଯ୍ୟାଳୟ ଠାରେ ବଲାଙ୍ଗୀରରୁ ରୀନା କୁମାର ନାଏକ (ଜୁଡ଼ିଶିଆଳ ଅତିରିକ୍ତ ଜିଲ୍ଲାପାଳ), ଡ଼. ଡି. କେ ପତି, ଗୋପାଳ କୃଷ୍ଣ ସାହୁ (ଏଏସେଏସଏମ ମେନେଜର ଏନଆରଏଚଏମ ବଲାଙ୍ଗୀର), ଡ଼ ଶେଖର ପଧାନ ଆଦି  5/6 ଜଣିଆ ଦଳ ତଦନ୍ତ ପାଇଁ ବୁର୍ଡl କାର୍ଯ୍ୟାଳୟକୁ ଆସି ଆଶା ଦୀପ ଓ ଚିଟଫଣ୍ଡ ର ଠକେଇ ହୋଇଥିବା ବୁର୍ଡl ଗ୍ରାମର ଲୋକ ଓ ମହିଳାଙ୍କୁ ପଚରାଉଚରା ଚଳାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like