-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Nov-2022
କର୍ଲାମୁଣ୍ଡା:( ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଲ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେଶନ ପକ୍ଷରୁ ବିଡ଼ିଓ ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲା।ଏଥିରେ ସଭାପତି ବରୁଣ ସୁନା ରାଧେଶ୍ୟାମ ବାଗ,ଜିଲ୍ଲା ସାଂସ୍କୃତିକ ମୁଖ୍ୟ ମଧୁସୂଦନବାଗ ,ଦୈତ୍ୟରାମସୁନା ,କର୍ଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରିଆ କର୍ଲାମୁଣ୍ଡା ଗ୍ରା ପ ସଭାପତି ଟିକ ବାଗ ପ୍ରମୁଖ କର୍ଲାମୁଣ୍ଡା ବ୍ଲକ ରେ ନୂତନ ଭାବେ ଯୋଗଦାନ କରିଥିବା ବିଡ଼ିଓ ସୁଚରିତା ମୁଗ୍ରୀ ଙ୍କୁ ବାବା ସାହେବ୍ ଙ୍କ ଫଟୋ ଚିତ୍ର ପ୍ରଦାନ ପୂର୍ବକ ସ୍ଵାଗତ କରି କର୍ଲାମୁଣ୍ଡା ବ୍ଲକ ର ସାମଗ୍ରୀକ ବିକାଶ ଉପରେ ଆଲୋଚନା କରିଥିଲେ।