-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||     

HOME   ଜିଲ୍ଲା

ଟିକ୍ରାପଡ଼ା ପ୍ରହରୀ ଛକରେ  ୪୯ତମ ନାମଯଜ୍ଞ ଆରମ୍ଭ 

04-Nov-2022



ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ସହରର ସର୍ବ ପୁରାତନ ଧାର୍ମିକ ଅନୁଷ୍ଠାନ ଶ୍ରୀ କ୍ରିଷ୍ଣା ଚୈତନ୍ୟ କୀର୍ତ୍ତନ୍ୟ ମଣ୍ଡଳୀ, ଟିକ୍ରାପଡ଼ା ରେ ୪୯ ତମ ଅହୋରାତ୍ର ନାମଯଜ୍ଞ ଆଜି ତା  ୪.୧୧.୨୦୨୨ ଶୁକ୍ରବାର  ଠାରୁ ଆରମ୍ଭ ହୋଇଯାଇଛି l ଏହି ଅନୁଷ୍ଠାନ ଦ୍ୱାରା ଅନବରତ ଭାବେ ଆଜକୁ ୪୯ ବର୍ଷ ଧରି ପିଢ଼ି ପରେ ପିଢ଼ି କାର୍ତ୍ତିକ ମାସର ପଂଚୁକ ପାଞ୍ଚ ଦିନ ନାମସଂକୀର୍ତନ  ଆୟୋଜନ କରିଆସୁଛନ୍ତି l ଚଳିତ ବର୍ଷ ଆୟୋଜନ କମିଟି ରେ ସଭାପତି ଶ୍ରୀ ଭଗବାନ ବଗର୍ତି, ସମ୍ପାଦକ କୁନୁ  ପାତ୍ର, କୋଷାଧକ୍ଷ ଅଙ୍କୁଶ ହୋତା, ଉପସଭାପତି ଶରତ ଷlଣ୍ଡ ତଥା ବରିଷ୍ଠ ସଭ୍ୟ ପ୍ରକାଶ ନେପାକ, ରାଜେନ୍ଦ୍ର ମିଶ୍ର, ଅଶୋକ ମିଶ୍ର, କୁନା ବେହେରା, ଦୁର୍ଗା ସାହୁ, ପ୍ରଦିପ ସାହୁ, ବାବୁ ସା, ସୁନାଧର ବନଛୋର, ଦୁଲିଚନ୍ଦ ଅଗ୍ରୱାଲ, ରବି ଅଗ୍ରୱାଲ ପ୍ରମୁଖ କମିଟିର ସଭ୍ୟ ଅଛନ୍ତି l ଚଳିତ ବର୍ଷ ଯଂଜ୍ଞ କର୍ତ୍ତା ରୂପେ ଅଙ୍କୁଶ ହୋତା  ଏବଂ ସହଧର୍ମିଣୀ ସାଗରୀକା ହୋତା କାର୍ଯ୍ୟ ନିର୍ବାହ କରୁଛନ୍ତି lଗତ ୩.୧୧.୨୦୨୨ ସନ୍ଧ୍ୟା ରେ ଅଧିବାସ ପାଳନ କରି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ ଶ୍ରୀ ରାଧାକୃଷ୍ଣ କୁ କୀର୍ତ୍ତନ୍ୟ ମଣ୍ଡଳୀ ରେ ବିରାଜମାନ କରାଯାଇଥିଲା l  ବିଭିନ୍ନ ଜିଲ୍ଲା ମାନଙ୍କରୁ କୀର୍ତ୍ତନ୍ୟ ଦଳ ମାନ ଆସି ଏହି ସଂକୀର୍ତନ ରେ ସହଯୋଗ କରୁଛନ୍ତି l କୀର୍ତନ ଦଳ ମାନଙ୍କର ତଥା ଯଂଜ୍ଞ ମଣ୍ଡପ ର ସୁପରିଚାଳନl ପାଇଁ ଏକ  କମିଟି ଗଠନ କରାଯାଇ ସଭ୍ୟ  ସତ୍ୟ ମହାକୁର, ଦ୍ଵିଜରାଜ ମିଶ୍ର, ଶ୍ରୀବତ୍ସ ମହାରଣା, ଟିଂକୁ ପଣ୍ଡା, ଭରତ ପୋଢ, ସୁବାସ ଦାସ , ଗୋପାଳ ମହାରଣା, ବିକାଶ ସା, ତୁଫାନ ସାହୁ,ମିଲୁ ନାଏକ  , ସଞ୍ଜୟ ଶତପଥି  ପ୍ରମୁଖ ଙ୍କୁ ଦାୟିତ୍ୱ ଦିଆଯାଇଛି l ଆସନ୍ତା ବର୍ଷ 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠାନ ର ନୂତନ ପୁରାତନ  ସମସ୍ତ ସଭ୍ୟ ଙ୍କ ଉତ୍ସାହର ସହ ଅନୁଷ୍ଠାନ ସହିତ ଜଡିତ ରହୁଛନ୍ତି l
ଆସନ୍ତା ବର୍ଷ ସହର ର ସମସ୍ତ ଅନୁଷ୍ଠାନ ବ୍ୟକ୍ତି ବିଶେଷ ତଥା ଦୂର ଦୂରାନ୍ତରୁ କୀର୍ତ୍ତନ୍ୟ ଦଳଙ୍କୁ ସାମିଲ କରାଇ ସ୍ଵର୍ଣ   ଜୟନ୍ତୀ ପାଳନ କରାଯିବ ବୋଲି କମିଟି ପ୍ରକାଶ କରିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026

You Might Also Like