-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
ପାଟଣାଗଡ -( ସୁବ୍ରତ ମହାକୁର )- ବଲାଙ୍ଗୀର ଜିଲ୍ଲାର ପ୍ରମୁଖ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପାଟଣାଗଡ଼ ରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶାନ୍ତନୁ କୁମାର ବୁଦ୍ଧିଆ ଙ୍କ ବାସଭବନରେ ଅନୁଷ୍ଠିତt ହୋଇଯାଇଛି । ଅନୁଷ୍ଠାନ ର ସମ୍ପାଦକ ଲାଲଚନ ବଗର୍ତ୍ତି ଙ୍କ ଆବହକତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ଡିସେମ୍ବର ୧୮ ତାରିଖରେ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକ ରେ ସନ୍ତୋଷ କୁମାର ଦାସ, କ୍ଷୀରୋଦ୍ର କୁମାର ସାହୁ, ପ୍ରହ୍ଲାଦ ସାହୁ ଶାନ୍ତନୁ କୁମାର ବୁଦ୍ଧିଆ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।