-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଖଲ୍ଲିକୋଟ କରଣ ସାହି ଅରବିନ୍ଦ ନଗର ର ଜିତେନ୍ଦ୍ର ପ୍ରଧାନ (୩୦) l ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ରାମାୟଣ ନାଟକ ଥିବାରୁ ଜିତେନ୍ଦ୍ର ନିଜ ଘର ଛାତ ଉପରେ ଆଜି ସକାଳ ସାଢେ ୭.୩୦ ରେ ବାଣ ଭିଡୁଥିବା ବେଳେ ବାଣ ବିସ୍ଫୋରଣ ଘଟିଥିଲା l ସେଥିରେ ତାଙ୍କ ମୃତ୍ୟୁ ଘଟିଛି l ତାଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରାଯାଇଛି l ଅନ୍ୟପଟେ ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି l
(ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ)